ମଇଦାନରେ ୨୨୯୩ ଦଳ
ନାମରେ କ’ଣ ଅଛି? ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଅଜବ ନାମ ସହ ଅନେକ ଦଳ ନିଜକୁ ତାଲିକାଭୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଟ୍ୱେଣ୍ଟି ୨୦ ପାର୍ଟି, ଜାଗତେ ରହେ।ପାର୍ଟି, ଇଣ୍ଡିଆନ ଲଭର୍ସ ପାର୍ଟି, ପାର୍ଟି, … Read More
ନାମରେ କ’ଣ ଅଛି? ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଅଜବ ନାମ ସହ ଅନେକ ଦଳ ନିଜକୁ ତାଲିକାଭୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଟ୍ୱେଣ୍ଟି ୨୦ ପାର୍ଟି, ଜାଗତେ ରହେ।ପାର୍ଟି, ଇଣ୍ଡିଆନ ଲଭର୍ସ ପାର୍ଟି, ପାର୍ଟି, … Read More
ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା କୋରାପୁଟ ଆସନ ପାଇଁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇପାରିନାହିଁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ବିଳମ୍ବିତ ରାତିରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଲୋକସଭାର ୬ ଓ ବିଧାନସଭାର … Read More
ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେ ପ୍ରଚାର ମୁଡରେ ଆସିଗଲେଣି।। ଆଗାମୀ ନିର୍ବାଚନରେ କେଉଁ ଦଳର କ’ଣ ସ୍ଥିତି ରହିବ ସେ ଦିଗରେ ତଥ୍ୟ ଜାଣିବା ପାଇଁ ଟାଇମ୍ସ ନାଓ-ଭିଏମଆର ପକ୍ଷରୁ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଅନୁସାରେ … Read More
ମୁଁ ହିନ୍ଦୀ କିମ୍ବା ଇଂରାଜୀ ଜାଣେନାହିଁ ଜୀବନର ପ୍ରଥମ ନିର୍ବାଚନ ସାଂସଦ ପାଇଁ ଲଢିବାକୁ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିବା ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ମହିଳାଙ୍କୁ ବିଜୁ ଜନତା ଦଳ ଆସିକା ଆନରେ ପ୍ରାର୍ଥୀ ଭାବେ … Read More
‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ଭୀ ଉତନୀ ଶାନଦାର ହୋଗୀ’ ବୋଲି ବିଜୁ ଜନତା ଦଳର ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସୁନୀତା ବିଶ୍ୱାଳ। ବର୍ତ୍ତମାନ ସୁନ୍ଦରଗଡରେ ବିଜେପିର ଜୁଏଲ ଓରାମ … Read More
ଦୁଇ ମୃତ, ୧୪୪ ଧାରା ଜାରି ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ପ୍ଲାଣ୍ଟରେ ଆଜି ତୁମୁଳକାଣ୍ଡ ଘଟିଛି। ମୁହାଁମୁହିଁ ହୋଇଛନ୍ତି ଠିକା କର୍ମଚାରୀ ଓ କମ୍ପାନୀ ସୁରକ୍ଷାକର୍ମୀ। ଉତ୍ତ୍ୟକ୍ତ ଲୋକେ ପ୍ଲାଣ୍ଟ ପରିସରକୁ ଧସେଇ ପଶିବା ପରେ ସଂଘର୍ଷ ଘଟିଥିଲା। ଏଥିରେ … Read More
କଥାରେ ଅଛି ଭଲ ବ୍ୟବସାୟ ରାଜନୀତି। ଅର୍ଥାତ୍ ଏଥିରେ ଲାଭ ହିଁ ଲାଭ। ହେଲେ ବାସ୍ତବରେ ତାହା କ’ଣ ସତ? ଏମିତି ଏକ ପ୍ରଶ୍ନର ଉତ୍ତର ଖୋଜିଛନ୍ତି ‘ଇଲେକ୍ସନ୍ ୱାଚ୍’। ନିକଟରେ ଦୁଇଥର ସାଂସଦ ହୋଇଥିବା ଦେଶର ୧୫୩ ପ୍ରତିନିଧିଙ୍କ ସମ୍ପତ୍ତି … Read More
ନିର୍ବାଚନରେ ବିଜୟକୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯଦି କୌଣସି ଦଳ ବେଶି ଆଶଙ୍କା ଓ ଆତଙ୍କରେ ଅଛି, ତେବେ ସେଇଟି ହେଉଛି ବିଜୁ ଜନତା ଦଳ। ଏହା ପୂର୍ବରୁ ୪ଟି ନିର୍ବାଚନ ସ୍ୱଚ୍ଛନ୍ଦରେ ଏବଂ ଅନାୟସରେ ବିଜେଡି ଜିତିଛି। ଶେଷ ଦୁଇଟି … Read More
ଦୀର୍ଘ ୪ ବର୍ଷ ଦଳେ ବିଜେଡ଼ିରୁ ବିହିଷ୍କୃତ ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଉପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରିଦେଇଛନ୍ତି । ତାଙ୍କୁ ବିଜେଡିକୁ ପୁଣି ସ୍ୱାଗତ କରାଯାଇଛି ।୨୦୧୪ ସେପ୍ଟେମ୍ବର … Read More
ପଶ୍ଚିମ ଓଡ଼ିଶାର ୨ରୁ ଅଢେଇ ଲକ୍ଷ ଦାଦନ ଶ୍ରମିକ ନିର୍ବାଚନରୁ ବଞ୍ଚିତ ହେବେ। ନିର୍ବାଚନ ସମୟରେ ଏମାନେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ ସମେତ ବିଭିନ୍ନ ରାଜ୍ୟକୁ କାର୍ଯ୍ୟ ପାଇଁ ଯାଇଥିବାରୁ ସେମାନେ ରାଜନୈତିକ ଅଧିକାରରୁ ବଞ୍ଚିତ ହେବ ବୋଲି ଜଣାପଡ଼ିଛି। ନିର୍ବାଚନରେ … Read More