ରାଜ୍ୟର ୧୦ ଲୋକସଭା ପାଇଁ କିଏ ହେବେ ବିଜେପି ପ୍ରାର୍ଥୀ, ନଜର ପକାନ୍ତୁ

ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟି ରାଜ୍ୟ ପାଇଁ ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୧୦ଟି ଲୋକସଭା ଆସନ ସାମିଲ୍‌ ରହିଛି। ସେଥିରେ ତିନିଜଣ ମହିଳା ସାମିଲ୍‌ ରହିଛନ୍ତି। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବଳଭଦ୍ର … Read More

କଂଗ୍ରେସ ଭବନରେ ଧାରଣା : ଟଙ୍କା ନେଇ ଦିଆଯାଉଛି ଟିକେଟ

ପିସିସି ସଭାପତି ଦାୟିତ୍ବ ନେବା ଦିନରୁ ନିରଞ୍ଜନ  ପଟ୍ଟନାୟକ ଓ ତାଙ୍କ ଟିମ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଅଗଷ୍ଟ ପରେ ଡିସେମ୍ବର ତା ପରେ ଜାନୁଆରୀ ଏମିତି ଦୁଇ ଦିନ ତଳେ ରାତି ଅଧିଆ … Read More

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବିଧାୟକ ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ନାୟକ, ସୁକାନ୍ତ ନାୟକ ଓ କୁସୁମ ଟେଟେ ବିଜେପିରେ

ନିର୍ବାଚନରେ ଟିକଟ ଆଶାରେ ନିରାଶ ହୋଇଥିବା ବିଜେଡି ନେତାମାନଙ୍କର ଇସ୍ତଫା ପର୍ବ ଏବେ ଜୋର ଧରିଛି। ଏହି ନେତାମାନେ ଟିକଟ ପାଇବା ଆଶାରେ ଏବେ ବିଜେପି ଶିବିରରେ ଧାଡି ଲଗାଇ ଯୋଗ ଦେବାରେ ଲାଗିଛନ୍ତି। ମୟୂରଭଂଜ ରାଜନୀତିର ଜଣେ ଜଣାଶୁଣା ମୁହଁ … Read More

କଂଗ୍ରେସକୁ ମହାରାଷ୍ଟ୍ରରେ ଏସ୍‌ପି-ବିଏସ୍‌ପି ଝଟ୍‌କା

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ମାୟାବତୀ ଏବଂ ଅଖିଲେଶ ଯାଦବ କଂଗ୍ରେସକୁ ଅଣଦେଖା କରି ଜବରଦସ୍ତ ଝଟ୍‌କା ଦେଇଛନ୍ତି । ଉଭୟ ଏସ୍‌ପି- ବିଏସ୍‌ପି ମହାରାଷ୍ଟ୍ରରେ ମଧ୍ୟ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। … Read More

ନିରବ ମୋଦି ଗିରଫ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଆଜି ଲଣ୍ଡନରେ ଗିରଫ ହୋଇଛି । ତାକୁ ଗିରଫ କରିବା ପାଇଁ ଦୁଇ ଦିନ … Read More

ବିଜେପିକୁ ବିଜେଡି ଅସନ୍ତଷ୍ଟ କେତେ ସହାୟକ ହେବେ?

୨୦୧୪ରେ ବିଜୁ ଜନତା ଦଳରେ ଯେଉଁମାନଙ୍କର ଟିକଟ କଟୁଥିଲା, ସେମାନେ ଖୋଲା ବିଦ୍ରୋହ କରିବାକୁ ସାହସ ଜୁଟାଇ ପାରୁ ନଥିଲେ। ଚୁପ ରହୁଥିଲେ କିମ୍ୱା ଦଳର ନୂଆ ପ୍ରାର୍ଥୀଙ୍କୁ ସମର୍ଥନ କରିଯାଉଥିଲେ। କିନ୍ତୁ ଏଥର ରାଜନୈତିକ ପରିସ୍ଥିତ ସମ୍ପୂର୍ଣ୍ଣ ଓଲଟା। ଟିକଟ … Read More

କଂଗ୍ରେସରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ

ବିଜେଡିରୁ ନିଲମ୍ବିତ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଆଜି କଂଗ୍ରେସରେ ମିଶିଛନ୍ତି। ନିଜର ଶତାଧିକ ସମର୍ଥକଙ୍କ ସହିତ ସେ ଆସି କଂଗ୍ରେସ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ମହାମିଶ୍ରଣ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ … Read More

ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ବିଜେପିରେ

ଟିକେଟ ନ ମିଳିବାରୁ ଗତକାଲି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ କେ … Read More

କନ୍ଧମାଳ ସାଂସଦ ଓ ଦଶପଲ୍ଲା ବିଧାୟକଙ୍କ ବିଜେଡିରୁ ଇସ୍ତଫା

ବିଜେଡ଼ିରୁ ଜଣଙ୍କ ପରେ ଜଣେ ସାଂସଦ ଓ ବିଧାୟକ ଇସ୍ତଫା ଦେବାରେ ଲାଗିଛନ୍ତି। ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ଆଉଜଣେ ବିଜେଡି ସାଂସଦ ଓ ବିଧାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଆଜି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ … Read More

ନିରାଡମ୍ୱରଭାବେ ନବୀନଙ୍କ ପ୍ରାର୍ଥୀପତ୍ର ଦାଖଲ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳୀ ବିଧାନସଭା ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।  ଦିନ ୧୧: ୧୦ ମିନିଟ୍‌ ସମୟରେ ଶ୍ରୀ ପଟ୍ଟନାୟକ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ ନିକଟରେ ୪ ସେଟ୍‌ ପ୍ରାର୍ଥୀପତ୍ର … Read More