ନିର୍ବାଚନ ଲଢିବେ ନାହିଁ ଧର୍ମେନ୍ଦ୍ର!
ଚଳିତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୧୦ଟି ଲୋକସଭା ଓ ୧୦୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏହି ତାଲିକାରେ ରାଜ୍ୟ ବିଜେପିର ପୋଷ୍ଟର ବୟ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନାହିଁ। ତେଣୁ ଧର୍ମେନ୍ଦ୍ର ନିର୍ବାଚନ … Read More











