୯୦କୋଟି ଭୋଟରଙ୍କ ପାଇଁ ୩୩ କୋଟି ଟଙ୍କାର କାଳି

ଭାରତୀୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପ୍ରସ୍ତୁତ ପାଇଁ ଜୋରସୋରରେ ଲାଗିପଡିଛନ୍ତି। ନିର୍ବାଚନର ଏକ ବଡ଼ ଭାଗ ହେଉଛି ଭୋଟିଂ ସମୟରେ ବ୍ୟବହୃତ ହେଉଥିବା କାଳି। ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନ ୨୬ ଲକ୍ଷ ବୋତଲ କାଳି ଅର୍ଡର କରିଛନ୍ତି। ପାଖାପାଖି … Read More

ଆଦିବାସୀ ବହୁଳ ଜିଲ୍ଲାରେ ନୋଟାକୁ ଅଧିକ ସମର୍ଥନ

ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନରେ ଥିବା ନବରଙ୍ଗପୁରରେ ୪୪,୪୦୮ସର୍ବାଧିକ , ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନରେ ଥିବା କୋରାପୁଟରେ ୩୩,୨୩୨ ଭୋଟ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ନୋଟା ଅର୍ଥାତ ‘ନନ ଅଫ ଦ ଏଭବ’ର ବ୍ୟବହାର କରାଯାଇଥିଲା। … Read More

ସନତ କୁମାର ଗଡ଼ତିଆ ବିଜେପୁରରୁ ବିଜେପି ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଅନୁସାରେ ପାର୍ଟି ଟିକେଟ୍‌ରେ ସନତ କୁମାର ଗଡ଼ତିଆ ନିର୍ବାଚନ ଲଢ଼ିବେ। ସେ ବିଜେଡି ପ୍ରାର୍ଥର ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ … Read More

ଧର୍ମେନ୍ଦ୍ରଙ୍କ ଦୌରାତ୍ମ୍ୟରୁ ବିଜେଡିରେ ମିଶିବେ ସୁବାସ!

ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରୀୟ ନେତାଙ୍କ ଆର୍ଶିବାଦ ଯୋଗୁଁ ଦରାକୁ ସରା ମଣୁନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୌରାତ୍ମ୍ୟ ଯୋଗୁଁ ଆଜି ଦଳର ଜଣେ ସମର୍ପିତ ନେତା ରାଜ କିଶୋର ଦାସ ଶାସକ ବିଜୁ ଜନତା ଦଳରେ ଯୋଗ … Read More

ଲକ୍ଷ୍ୟ ହୀନ ଏନଜିଓରେ ପରିବର୍ତ୍ତନ ହେବାକୁ ଯାଉଛି ରାହୁଲଙ୍କ କଂଗ୍ରେସ

୨୦୧୯ ନିର୍ବାଚନର ପ୍ରଥମ ଚରଣ ମତଦାନ ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବ। ଏବେ ଆସନ୍ତୁ ଦେଖିବା ଏହି ନିର୍ବାଚନୀ ମହାସମର ପାଇଁ କଂଗ୍ରେସ ପାର୍ଟି କେତେ ଦୂର ପ୍ରସ୍ତୁତ ହୋଇଛି। ଏହାର ସେନାପତି, ପଦାତିକ ସୈନିକ କେତେ … Read More

ବରଗଡ଼ରେ ଉଦାହରଣ: ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଓ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଲିଙ୍ଗନ

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ରାଜନୀତିକ ଉଷ୍ମତା ଭିତରେ ପରସ୍ପର ବିରୋଧୀ ଦଳ ଓ କର୍ମୀଙ୍କ ଭିତରେ ଗଣ୍ଡଗୋଳ, ବାକ୍‌ ବିତଣ୍ଡା, ଯୁକ୍ତି ତର୍କ ଚାଲୁଥିବା ବେଳେ ବରଗଡ଼ରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଯେଉଁଠାରେ ପାରମ୍ପରିକ ବିରୋଧୀ ବିଜୁ … Read More

ଫୁଲବାଣୀରୁ ଅଙ୍ଗଦ କଅଁର ଏବଂ ବୀରମିତ୍ରପୁରରୁ ମାଖଲୁ ଏକ୍କା ବିଜେଡି ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ବିଜୁ ଜନତାଦଳ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ଦୁଇଟି ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବୀରମିତ୍ରପୁରରେ ବିଜେଡି ମାଖଲୁ ଏକ୍କାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିବାବେଳେ ଫଲବାଣୀ ବିଧାନସଭା ମଣ୍ଡଳୀରୁ ଅଙ୍ଗଦ କଅଁରଙ୍କୁ ପ୍ରାର୍ଥୀ … Read More

ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ୪ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ଵର, (ଓଟି): ରାଜ୍ୟ ବିଧାନସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଏଥିରେ ଦୁଇଜଣ ପୂର୍ବ ଘୋଷିତ ପ୍ରାର୍ଥୀଙ୍କୁ ବଦଳାଯାଇଥିବା କୁହାଯାଇଛି। ସେମାନେ ହେଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ଵାଳ ଏବଂ ହିଞ୍ଜିଳିରୁ ପ୍ରାର୍ଥୀ ଭାବେ ଟିକେଟ୍‌ ପାଇଥିବା ରାମକୃଷ୍ଣ … Read More

ସମ୍ପୂର୍ଣ୍ଣ ‘ହିନ୍ଦୁତ୍ଵ’ ଆଜେଣ୍ଡାରେ ସମ୍ବିତଙ୍କ ପ୍ରଚାର ଆରମ୍ଭ

ଜଗନ୍ନାଥ ଧାମ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଚୌକିଦାର ସମ୍ବିତ ପାତ୍ର ପୁରୀରେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତାଙ୍କର ଚେହେରା, ଭାଷା, ପରିବେଷଣ ଣୈଳୀ ଏବଂ ଆଚରଣରେ କେବଳ ‘ହିନ୍ଦୁତ୍ଵ’ ହିଁ ସାମ୍ନାକୁ ଆସିଛି। ଅର୍ଥାତ୍‌ ପୁରୀ … Read More

କଂଗ୍ରେସର ଗରିବୀ କାର୍ଡ : ଗରିବ ପରିବାରକୁ ୭୨ହଜାର ଟଙ୍କା ଦେବାର ପ୍ରତିଶ୍ରୁତି

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗରିବି କାର୍ଡ଼ ଖେଳିଛନ୍ତି। ଦେଶର ୨୫ କୋଟି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଗୋଟିଚାଳନା କରିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ବର୍ଷ ଗରିବ ପରିବାରଙ୍କୁ … Read More