ଓଡ଼ିଶାଟାଇମ୍‌ ଡଟ୍‌କମ୍‌କୁ ଚଳିତ ମାସରେ୧୦ ଲକ୍ଷରୁ ଅଧିକ ପେଜ୍‌ ଭିଜିଟ୍‌, ଆମେ କୃତଜ୍ଞ

ଆମେ ଆଜି ଆପଣଙ୍କ ପାଖରେ କୃତଜ୍ଞ। ଏହା ଆପଣଙ୍କ ସଦିଚ୍ଛା ଓ ଆମକୁ ଖୋଜିବାର ଆଗ୍ରହ ପାଇଁ; ଆପଣଙ୍କ ବିଶ୍ଵାସ ଓ ଭରସା ପାଇଁ। ନହେଲେ ଗୋଟିଏ ମାସରେ ୧୦ ଲକ୍ଷ ପେଜ୍‌ ଭିଜିଟ୍‌ ହାସଲର ସ୍ଵପ୍ନ କ’ଣ ସାକାର ହୋଇଥାଆନ୍ତା! … Read More

ଖରାଦିନେ ମୁଣ୍ଡବିନ୍ଧା ଓ ସନଷ୍ଟ୍ରୋକ୍ ଦୂର କରିବା ପାଇଁ ସରଳ ଟିପ୍ସ

ଖରାର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଏହା ସହିତ ବଢିଚାଲିଛି ସ୍ୱାସ୍ଥ୍ୟଗତ ବିଭିନ୍ନ ସମସ୍ୟା । ଅତ୍ୟଧିକ ଖରା ଯୋଗୁଁ ସନଷ୍ଟ୍ରୋକ୍ ହେବା କିମ୍ବା ମୁଣ୍ଡବିନ୍ଧା ସମସ୍ୟା ଅଧିକ ଦେଖାଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ବାହାରକୁ … Read More

ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ କହୁଥିବା ପ୍ରିୟଙ୍କା ଗାନ୍ଧି ଏବେ ନିଜର ଚିନ୍ତାଧାରା ବଦଳାଇଛନ୍ତି। ପ୍ରିୟଙ୍କା ଗାନ୍ଧି କହିଛନ୍ତି, ଦଳ କହିଲେ ମୁଁ ନିଶ୍ଚିତ ନିର୍ବାଚନ ମଇଦାନକୁ ଓହ୍ଲାଇ ଲଢ଼େଇ କରିବି। ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ରାଜନୀତିକ ଚର୍ଚ୍ଚା … Read More

ନିର୍ବାଚନୀ ମଇଦାନରେ ଚାରି ରାଜ୍ୟସଭା ସାଂସଦ

ବିଜେଡି ଆଜି ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନୀ ମଇଦାନକୁ ଚାରିଜଣ ରାଜ୍ୟସଭା ସାଂସଦ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରୁ ତିନି ଜଣ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଜଣଙ୍କୁ ବିଧାନସଭା ଟିକଟ ମିଳିଛି।ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଜ୍ୟସଭା … Read More

ପ୍ରଧାନମନ୍ତ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ଅଭିଭାଷଣକୁ ତର୍ଜମା କରୁଛନ୍ତି ନିର୍ବାଚନ କମିଶନ

ଏ-ସାଟ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯେପରି ଢ଼ଙ୍ଗରେ ଜାତି ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି, ତାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛି ନା ନାହିଁ, ଏବେ ତାହାର ତର୍ଜମା ସବୁ … Read More

ରେଳବାଇ ପେଣ୍ଟିଙ୍ଗ୍‌ସରେ ପୂର୍ବତଟ ରେଳବାଇ ଦ୍ଵିତୀୟଥର ପାଇଁ ସର୍ବୋଚ୍ଚ ସ୍ଥାନରେ

ଭୁବନେଶ୍ଵର, (ଓଟି): ଗୌହାଟୀ ଠାରେ ଅନୁଷ୍ଠିତ ସର୍ବଭାରତୀୟ ରେଳବାଇ ପେଣ୍ଟିଙ୍ଗସ ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥ ପୂର୍ବତଟ ରେଳପଥ ମୁଖ୍ୟାଳୟ କର୍ମଚାରୀ ଶ୍ୟାମସୁନ୍ଦର ଆଚାରୀ  ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। କ୍ରମାଗତ ଭାବେ  ସେ ଦ୍ଵିତୀୟଥର ପାଇଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ବୋଲଇ ପୂର୍ବତଟ … Read More

ମୋଦୀଙ୍କ ‘ମୁଁ ବି ଚୌକିଦାର’ କ୍ୟାମ୍ପନକୁ ନିର୍ବାଚନ କମିଶନଙ୍କ ନୋଟିସ‍୍‌

ନିର୍ବାଚନରେ ବିଜୟ ପାଇଁ ବଡ଼ ଉତ୍ସାହର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ମୁଁ ବି ଚୌକିଦାର’ କ୍ୟାମ୍ପେନକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଝଟକା ଲାଗିଛି। ଏହି ‘ମୁଁ ବି ଚୌକିଦାର’ କ୍ୟାମ୍ପେନ ବିରୋଧରେ ନିର୍ବାଚନ କମିଶନ ନୋଟିସ‍୍‌ ଦେଇଛନ୍ତି। … Read More

୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ଵର,(ଓଟି): ଏକ ବଡ଼ ନିଷ୍ପତ୍ତି କ୍ରମେ ବିଜେଡି ସଭାପତି ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ନଜର ପକାଇ ନିଅନ୍ତୁ କିଏ କେଉଁଠୁ ହେବେ ପ୍ରାର୍ଥୀ। କେଉଁଠୁ କିଏ ( ବିଧାନସଭା ମଣ୍ଡଳୀ) ବ୍ରହ୍ମଗିରି ସଞ୍ଜୟ ଦାସବର୍ମା … Read More

ସି-ଭୋଟର ସର୍ଭେ: ଲୋକସଭାରେ ବିଜେଡିକୁ ମିଳିବ ୧୦ଓ ବିଜେପିକୁ ୧୧ ଆସନ

ଏନଡିଏ ୨୬୪, ୟୁପିଏକୁ ୧୪୩ ଆସନ,  ଅନ୍ୟ ୧୩୯, କେବଳ ବିଜେପିକୁ ୨୪୧- କଂଗ୍ରେସକୁ ୮୬ ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳକୁ ୧୦ ଓ ବିଜେପିକୁ ୧୧ଟି   ଆସନ ମିଳିବ।    ଆଇଏଏନଏସ ପକ୍ଷରୁ ସି-ଭୋଟର କରିଥିବା … Read More

ଭୁବନେଶ୍ଵରରୁ ଅରୁପ ହେବେ ବିଜେଡି ପ୍ରାର୍ଥୀ, ୯ ପ୍ରାର୍ଥୀଙ୍କ ନାଁ ଘୋଷଣା

ଆଉ ୯ ଲୋକସଭା ଆସନ ପାଇଁ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଏନେଇ ସ୍ଵତନ୍ତ୍ର ଭାବେ ଗଣମାଧ୍ୟମକୁ ସୂଚନା … Read More