ପାଟକୁରାରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ

ପାଟକୁରା ଆସନ ପାଇଁ ବିଜୁ ଜନତା ଦଳ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ । ଉଲ୍ଲେଖନୀୟ ଯେ ପାଟକୁରା ଆସନରୁ … Read More

ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ

ରାଜ୍ୟର ପରିଚିତ ଓ ଚର୍ଚ୍ଚିତ ନେତାଙ୍କ ଭାଗ୍ୟ ଇଭିଏମରେ ବନ୍ଦ ଏବେ ଗଣତିକୁ ଅପେକ୍ଷା ବିଦାୟୀ ବିଧାନସଭାର ୨୪ ସଦସ୍ୟଙ୍କର ଭାଗ୍ୟ ନିର୍ଦ୍ଧାରିତ ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ ଆଜି ରାଜ୍ୟର ଚତୁର୍ଥ ଓ ଶେଷ ପର୍ଯ୍ୟାୟ … Read More

ନିମାପଡ଼ାରେ ପୋଲିଂ ଅଫିସର ଗିରଫ

ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଥିବା ପୋଲିଂ ଅଫିସର ବିକେ ଦେଓକୁ ପୁଲିସ ସୋମବାର ଅପରାହ୍ଣରେ ଗିରଫ କରିଛି। ସୂଚନା ଅନୁସାରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ବିଧାନସଭା ଆସନର ଗୋପ ବ୍ଲକର ବନ୍ତାଳି ଗାଁର … Read More

ଓଡିଶା ମୁହାଁ ବାତ୍ୟା : ଚନ୍ଦ୍ରଭାଗାରେ ସ୍ଥଳଭାଗ ଛୁଇଁପାରେ ଫୋନି

ଓଡିଶା ଉପକୂଳକୁ ମୁହାଁଉଥିବା ବାତ୍ୟା ଫୋନି ଆସନ୍ତା ୩ ତାରିଖ ରାତିରେ ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ଆଇଏମ୍‍ଡିର ଆକଳନ ଅନୁଯାୟୀ ଆସନ୍ତା … Read More

ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍‌ଦାନ ଆରମ୍ଭ: ୩୮୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ଵର,(ଓଟି): ଦେଶର ଚତୁର୍ଥ ପର୍ଯ୍ୟାୟ ତଥା ରାଜ୍ୟର ଶେଷ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଏବଂ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ସାତଟା ବେଳଠୁ ନିର୍ଦ୍ଧାରିତ ସ୍ଥାନରେ ଭୋଟ ଗ୍ରହଣ କରାଯାଉଛି। ଇଭିଏମ୍‌ ଓ ଭିଭିପ୍ୟାଟ୍‌ ସଂଯୋଗ ତ୍ରୁଟି … Read More

ଯାଜପୁର : ଶାସକ ଦଳ ଟଳମଳ, ବିରୋଧି ମଜଭୁତ

ଗତ ୨୦ ବର୍ଷ ଧରି ଯାଜପୁର ସଂରକ୍ଷିତ ଲୋକସଭା ଆସନ ଏବଂ ଏହି ଆସନ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳର ଯେଉଁ ଆଧିପତ୍ୟ ରହିଆସିଥିଲା ତାହା ଏବେ ବିପଦରେ। ୨୦୧୪ ନିର୍ବାଚନରେ ବିଜେଡି ଏଠାରୁ ବଡ଼ ବିଜୟ … Read More

ସମ୍ବଲପୁର: ସଜ ଫଳରେ ବିଷ ଆଶଙ୍କା

ସମ୍ବଲପୁର, ( ପ୍ରଫୁଲ୍ଲ କୁମାର ଦାଶ): ବଜାରରେ ସତେଜ ଦିଶୁଥିବା ଫଳ ପ୍ରକୃତରେ ସେତିକି ସତେଜ ନୁହେଁ, ଯେତିକି ବିଷାକ୍ତ। ବିଶେଷକରି ସମ୍ବଲପୁର ସହରରେ ଏମିତି ଅନେକ ଫଳ ବିକ୍ରି ହେଉଛି ଯାହା କୃତ୍ରିମ ଭାବେ ବିଭିନ୍ନ ରାସାୟନିକ ଦିଆଯାଇ ପାକଳ … Read More

ନିର୍ବାଚନରେ ରେକର୍ଡ଼ ସଂଖ୍ୟକ ଅଭିଯୁକ୍ତ, ବିଜେପିରେ ସର୍ବାଧିକ ୫୯%

ଭୁବନେଶ୍ଵର, (ଓଟି): ବିଗତ ତିନିବର୍ଷର ନିର୍ବାଚନ ଭିତରେ ଚଳିତ ବର୍ଷ ସବୁଠାରୁ ଅଧିକ ଅପରାଧ ଅଭିଯୁକ୍ତ ପ୍ରାର୍ଥୀ ଲୋକଙ୍କ ପାଖଷର ଭୋଟ୍‌ ନିବେଦନ କରିଛନ୍ତି। ଅର୍ଥାତ୍‌ କୌଣସି ନା କୌଣସି ଅପରାଧ ରେକର୍ଡ଼ ଥାଇ ପ୍ରାର୍ଥୀ ହୋଇଛନ୍ତି। ସମୁଦାୟ ପ୍ରାର୍ଥୀଙ୍କର ୩୦ … Read More

ପାଟ୍ଟଶାଣୀଙ୍କ ଭବିଷ୍ୟବାଣୀ: ବିଜେଡିର ଘୋର ବିପର୍ଯ୍ୟୟ ଘଟିବ

ବିଜେଡିର ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ଟିକଟରୁ ବଞ୍ଚିତ କରାଯାଇଛି। ବିଜେଡି ସପକ୍ଷରେ ପ୍ରଚାର ପାଇଁ ଗୁରୁବାର ଓ ଶୁକ୍ରବାର ବାରିପଦାର ହୋଟେଲ ଦୁର୍ଗାରେ ଅବସ୍ଥାନ କରିଥିଲେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସାଂସଦ ପାଟ୍ଟଶାଣୀ ଏବେ ଭୁବନେଶ୍ୱର ଫେରିଯାଇଛନ୍ତି। ହୋଟେଲ … Read More

୨୯ରେ ୩୯୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଦେଶବ୍ୟାପୀ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ୯ଟି ରାଜ୍ୟର ୭୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଓଡ଼ିଶାର ୬ଟି ସଂସଦୀୟ ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫୧୪୮୮୩ ଭୋଟର। ସେହିପରି ୪୧ଟି … Read More