ଫନି ଚିନ୍ତା: ପରୀକ୍ଷା ଘୁଞ୍ଚିଲା

ଶୁକ୍ରବାର ସକାଳେ ପୁରୀର ଦକ୍ଷିଣ ଦିଗରେ ଅର୍ଥାିତ୍‌ ଚାନ୍ଦବାଲି ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁବାକୁ ଯାଉଥିବା ସାମୁଦ୍ରିକ ଝଡ଼ ଫନି ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ତିତ୍‌ଲି ପରି ଏହି ବାତ୍ୟା ଯେମିତି କ୍ଷତି … Read More

ଫନି ଚିନ୍ତା: ଗୁରୁବାର ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କଲେ ସରକାର

ଭୁବନେଶ୍ଵର, (ଓଟି): ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶା ଭୁହାଁ ହେଉଛି। ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍‌ କମିଶନଙ୍କ ସୂଚନା ଅନୁସାରେ ବୁଧବାର ପାହାନ୍ତି ସୁଦ୍ଧା ‘ଫନି’ର କେନ୍ଦ୍ରବିନ୍ଦୁ ପୁରୀଠାରୁ ୪୩୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ ଥିଲା। ଏହା … Read More

୧୧ ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର ତଥା ରାଜ୍ୟ ସରକାରଙ୍କ ସ୍କ୍ରିନଂ କମିଟିର ସୁପାରିସି ପରେ ଭାରତର ମୁଖ୍ୟ ନିର୍ବାଚନ କମିଶନ ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର କରିଛନ୍ତି। ଏହି ୧୧ଟି ଜିଲ୍ଲା ହେଉଛି : ମୟୂରଭଞ୍ଜ, ବାଲେଶ୍ୱର, … Read More

ଫନି ପାଇଁ ଉଦ୍‌ବେଗ: ଆଚରଣ ବିଧି ପ୍ରତ୍ୟାହାର ଓ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ଦାବିକଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ମୁକାବିଲାରେ ସରକାରଙ୍କ ଭୂମିକା ଗୁରୁତ୍ଵପୂଣ୍ଣ। କ୍ଷୟକ୍ଷତି ବେଳେ ସହାୟକ ହେବା ତଥା ଲୋକଙ୍କୁ ଉଚିତ ଦିଗ ଦେଖାଇବା ଲାଗି ଏକ ନିର୍ବାଚିତ ସରକାର ହିଁ ଆବଶ୍ୟକ। ଏହିକ୍ରମରେ ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର କରିବା ଲାଗି ମୁଖ୍ୟମନ୍ତ୍ରୀ … Read More

ପାଟକୁରାରେ ଲଢ଼ିବା ପାଇଁ ନବୀନଙ୍କୁ ବିଜୟଙ୍କ ଆହ୍ୱାନ

ପାଟକୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆହ୍ୱାନ ଦେଇଛନ୍ତି। କହିଛନ୍ତି,ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଇନ ଅନୁସାରେ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାରେ ବାଧା ନାହିଁ। ପଛରେ ରହି, … Read More

ଫୋନିର ପ୍ରଭାବ : ପାଟକୁରା ନିର୍ବାଚନ ଘୁଞ୍ଚାଇବାଲାଗି ନିର୍ବାଚନ କମିସନଙ୍କୁ ଭେଟି ପାରନ୍ତି ନବୀନ!

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । ସେ କେଉଁ କାରଣରୁ ଦିଲ୍ଲୀ ଯାତ୍ରା କରିଛନ୍ତି ତାହା ସରକାରୀ ଭାବେ ଜଣା ପଡ଼ି ନଥିଲେ ମଧ୍ୟ ନିର୍ବାଚନ କମିସନଙ୍କୁ ଆଜି ଅପରାହ୍ନରେ ଭେଟି ପାରନ୍ତି … Read More

ବେଦାନ୍ତ ବନ୍ଦ ପାଇଁ ଦାବି କଲା ସିଭିଲ୍‌ ସୋସାଇଟି

ନିୟମଗିରି ସୁରକ୍ଷା ପାଇଁ ଲଢ଼େଇ କରୁଥିବା ସାଥିମାନଙ୍କୁ କ୍ରମାଗତ ଭାବରେ ‘ମାଓବାଦୀ’ ନାମରେ ପୁଲିସ ଓ ଅର୍ଦ୍ଧସାମରିକ ବଳ ଅତ୍ୟାଚାର  କରିଚାଲିଛନ୍ତି । ୨୦୧୩ ଗ୍ରାମସଭା ପରଠାରୁ ଜୋରଦାର ହୋଇଛି ବୋଲି ଏକ ୧୬ ଜଣିଆ ତଥ୍ୟାନୁସନ୍ଧାନ ଟିମ୍‌ ପ୍ରକାଶ କରିଛି। … Read More

ତିତ୍‌ଲି’ ଠାରୁ ‘ଫୋନି’ର ପ୍ରଭାବ ବେଶୀ ରହିବ

୧୫୦ ରୁ ୧୭୦ କିମି ବେଗରେ ବହିବ ପବନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ର ପ୍ରଭାବ ଗ୍ଧତିତ୍‌ଲିଗ୍ଦ ଅପେକ୍ଷା ବେଶୀ ପଡ଼ିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ … Read More

ଗୀତା ମାହାତ୍ମ୍ୟ-୩୫: କେଉଁ ଗୁଣ ସମ୍ପନ୍ନ ହେଲେ କେଉଁ ଜନ୍ମମିଳେ

ଈଶ୍ୱରଙ୍କ ସମ୍ପର୍କିତ ଜ୍ଞାନ ଓ ଅଜ୍ଞାନ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ବୁଝାଇବା ପରେ ବି ଅର୍ଜୁନଙ୍କ ସଂଶୟ ଦୁର ନହେବାରୁ ଈଶ୍ୱରଙ୍କ ବିଷୟରେ ଅଧିକ ବୁଝାଇଥିଲେ । ଈଶ୍ୱର ହେଉଛନ୍ତି ଅନାଦି ପରମବ୍ରହ୍ମ । ତାଙ୍କୁ ସତ୍ … Read More

ହିଂସା ଓ ରିଗିଂରେ ସବୁକୁ ବଳିଗଲା ଚତୁର୍ଥ ପର୍ଯ୍ୟାୟ

କଂଗ୍ରେସ କର୍ମୀଙ୍କୁ ବୋତଲ ଭୁସି ହତ୍ୟା ପ୍ରିଜାଇଡିଂ ଅଫିସର ସାଜିଲେ ବିଜେଡି ଏଜେଣ୍ଟ ବ୍ୟାପକ ବୁଥ ଦଖଲ ବୁଥ ଭିତରେ ବାହାର ଲୋକ ଭୋଟ ଦେଉଛନ୍ତି ଅନ୍ୟଙ୍କ ପାଇଁ ବୁଥ ଭିତରେ ବିଜେପି ଏଜେଣ୍ଟଙ୍କୁ ମାଡ଼ ସବୁ ପର୍ଯ୍ୟାୟ ନିର୍ବାଚନକୁ ବଳିଗଲା … Read More