ନିର୍ମଳା ସିତାରମଣ ହେଲେ ଅର୍ଥମନ୍ତ୍ରୀ, ଅମିତ ଶାହାଙ୍କୁ ଗୃହ

ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ନିର୍ମଳା ସୀତାରମଣ। ପ୍ରଥମକରି ସେ ମୋଦିଙ୍କ ପ୍ରଥମ କ୍ୟାବିନେଟ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେହିପରି ପ୍ରଥମକରି ମୋଦିଙ୍କ କ୍ୟାବିନେଟ୍‌ରେ ସାମିଲ୍‌ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୃହମନ୍ତ୍ରୀ … Read More

ମୁଁ ବି ମୁଖ୍ୟମନ୍ତ୍ରୀ ହେବି

ଆସ୍କା ଲୋକସଭା ଆସନରୁ ପ୍ରମିଳି ବିଷୋୟୀଙ୍କ ନିର୍ବାଚନ ଜିତିବା ପ୍ରସଙ୍ଗ ଏକ ଚର୍ଚିତ ଅଧ୍ୟାୟ ହୋଇ ଏବେ ମିଡିଆରେ ରହିଛି । ଆଗକୁ ଏହା ଭାରତୀୟ ନିର୍ବାଚନ ଇତିହାସର ଏକ ଆଲୋଚ୍ୟ ବିଷୟ ହେବ । କୌଣସି ଶିକ୍ଷାଗତ ସାର୍ଟିଫିକେଟ୍‍ ବା … Read More

ଶାସକ ବିଜେଡିକୁ ସରକାରୀ କର୍ମଚାରୀଙ୍କ ପ୍ରତ୍ୟାଖ୍ୟାନ

ଯେଉଁଠି ପ୍ରିଜାଇଡିଂ ଅଫିସର କି ପୁଲିଂ ଏଜେଣ୍ଟ ନାହାଁନ୍ତି କିମ୍ୱା ବୁଥ ରିଗିଂର ସାମାନ୍ୟତମ ସମ୍ଭାବନା ନାହିଁ, ସେଠାରେ ମତଦାତା ନିର୍ଭୟରେ ଏବଂ ନିଜ ଇଚ୍ଛା ଅନୁସାରେ ମତଦାନ କରିଥାନ୍ତି। ଏହା କେବଳ ସମ୍ଭବ ହୁଏ ପୋଷ୍ଟାଲ ବ୍ୟାଲଟରେ। ଇଭିଏମ ଲଢ଼େଇରେ … Read More

ରିଲାଏନ୍ସର ଭାୟାକମ୍‌୧୮ ବିରୋଧରେ ଏତଲା

ମୁକେଶ ଅମ୍ବାନୀଙ୍କ ନେଟ୍‌ବୱର୍କ-୧୮ର ଗୁରୁତ୍ଵପୂଣ୍ଣ ଅଙ୍ଗ ଭାୟାକମ୍‌ ୧୮ ବିରୋଧରେ ମାମାଲା ରୁଜୁ ହୋଇଛି। କପିରାଇଟ୍‌ ଉଲ୍ଲଙ୍ଘନ ଅଭିଯୋଗରେ ଏହି ଏତଲା ଦାୟର ହୋଇଛି। ଅଭିଯୋଗ ପ୍ରାପ୍ତି ପରେ ଆବଶ୍ୟ ଯାଞ୍ଚ ଶେଷ ହେବା ପରେ କମ୍ପାନୀର ପରିଚାଳନା ନିର୍ଦେଶକ, ଉପ … Read More

ମୋଦିଙ୍କ କ୍ୟାବିନେଟ୍‌ରେ ଓଡ଼ିଶା ଗୌଣ

ଭୁବନେଶ୍ଵର, (ଓଟି): ମୋଦିଙ୍କ ୫୮ ଜଣିଆ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶା ଗୌଣ ହୋଇଛି। ଦଳ ଏଥର ଓଡ଼ିଶାରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ରାଜ୍ୟର କୌଣସି ନିର୍ବାଚିତ ସାଂସଦଙ୍କୁ ଏଥର କ୍ୟାବିନେଟ୍‌ ପାହ୍ୟା ମିଳିପାରି ନାହିଁ। ୨୦୧୪ ନିର୍ବାଚନରେ କେବଳ … Read More

ମନ୍ତ୍ରୀପଦ ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ପାଇଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି ସନ୍ଧ୍ୟା ୭ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଏନଡିଏର କେତେକ ନେତାଙ୍କୁ ମନ୍ତ୍ରୀପଦ ଲାଗି ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌କଲ୍‌ଯାଇଥିବାର ସୂଚନା ମିଳିଛି। ଫୋନ୍‌କଲ୍‌ପାଇଥିବା ନେତାମାନେ ସାଢ଼େ ୪ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ … Read More

କୁନି ଝିଅର ଯୋଗାସନ ଫଟୋ ସେୟାର୍ କଲେ ଫରାହ୍

ବି ଟାଉନର ସୁପ୍ରସିଦ୍ଧ କୋରିଓଗ୍ରାଫର୍ ଫରାହ୍ ଖାନ୍ ତାଙ୍କର ୧୧ ବର୍ଷର ଝିଅ ଦିଭା କୁନ୍ଦରଙ୍କ ଏକ ଯୋଗାସନ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । କ୍ୟାପସନରେ ଲେଖାଯାଇଛି – ଆଜ୍ କା ଯୋଗାସନ୍ ପୋଜ୍’ । ଦିଭା ଏକ କଠିନ … Read More

ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ଦେବେ ଅମର ଶତପଥି

ଭୁବନେଶ୍ୱର(ଓଟି): ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ଶତପଥିଙ୍କୁ କାମଚଳା ବାଚସ୍ପତି ତଥା ପ୍ରୋଟେମ୍‌ ସ୍ପିକର ଭାବେ ବଛାଯାଇଛି। ରାଜ୍ୟପାଳଙ୍କ ଆଦେଶ କ୍ରମେ ସେ ନବ ନିର୍ବାଚିତ ସଦସ୍ୟମାନଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା, ପଦ ଓ ଗୋପନୀୟତାର ଶପଥପାଠ କରାଇବେ। … Read More

୧୦ ବର୍ଷ ବାଳକର ଫୁସ୍‌ଫୁସ୍‌ରୁ ବାହାରିଲା ଦୁଇଟି ଚୁମ୍ବକ

ଜଣେ ୧୦ ବର୍ଷର ବାଳକର ଫୁସ୍‌ଫୁସ୍‌ରୁ ଚୁମ୍ବକ ବାହାରିଲା । ପୁଣି ଗୋଟିଏ ନୁହେଁ ଦୁଇଟି । ବିଶ୍ୱାସ ହୋଇ ନପାରେ କିନ୍ତୁ ଏହା ଏକ ସତ ଘଟଣା । ଭୁବନେଶ୍ୱରସ୍ଥିତ ସମ୍‍ ହସ୍‍ପିଟାଲ୍‍ରେ ଏମିତି ଏକ ବିରଳ ଅସ୍ତ୍ରୋପଚାର ହୋଇଛି … Read More

ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ନବୀନ ଓ ଏନ୍‌ଡିଏ ବିରୋଧୀ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାବେଶକୁ ବର୍ଜନ କରିବେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ। ପ୍ରଥମେ ମମତା ବାନାର୍ଜୀଙ୍କ ପ୍ରତ୍ୟାଖ୍ୟାନ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆସନ୍ତା କାଲି ଆୟୋଜନ ହେବାକୁ ଥିବା ଏହି ସାମ୍ବିଧାନିକ ଉତ୍ସବରେ ଯୋଗ … Read More