ଚଳିତ ମାସରେ ପାଟକୁରା ନିର୍ବାଚନ!

ଏବେ ସାରା ଓଡ଼ିଶାର ନଜର ପାଟକୁରା ବିଧାନସଭା ନିର୍ବାଚନ ଉପରେ। କେବେ ହେବ ଭୋଟ? ମିଳିଥିବା ବିଶ୍ୱସ୍ତ ସୂତ୍ର ଅନୁସାରେ ଆସନ୍ତା ୨୧ କିମ୍ୱା ୨୨ ତାରିଖରେ ପାଟକୁରା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇପାରେ। ପାଟକୁରା ନିର୍ବାଚନକୁ ଫୋନି ଆସୁଥିବା … Read More

+୨ ବିଜ୍ଞାନ ଫଳାଫଳ ପ୍ରକାଶିତ: ୭୨.୩୩% ପାସ

ଭୁବନେଶ୍ୱର, (ଓଟି): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ସମୁଦାୟ ୭୦୭୦୬ ଜଣ ଅର୍ଥାତ୍‌ ୭୨.୩୩% ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ବାଲେଶ୍ଵର ଜିଲ୍ଲାର ଫଳାଫଳହାର ସର୍ବାଧିକ ରହିଥିବା କୁହାଯାଇଛି। ଏହି ଜିଲ୍ଲାରେ … Read More

ପ୍ରଥମ ଦିନରୁ ବିଜେପି ବାଉଳା

ବୋଧହୁଏ ରାଜ୍ୟ ବିଜେପି ନିର୍ବାଚନ ଦୁଃଖରୁ ଉବୁରି ପାରିନାହିଁ। ଏହା ବି ହୋଇପାରେ ଯେ, କେନ୍ଦ୍ରରେ ପୁଣି ମୋଦୀ ସରକାର ଆସିଯାଇଥିବାରୁ ସେହି ଆନନ୍ଦ ଉଲ୍ଲାସ ଭିତରୁ ବାସ୍ତବ ପରିସ୍ଥିତିକୁ ଆସିପାରୁ ନାହିଁ ଦଳ। ତେଣୁ ଆରମ୍ଭରୁ ରାଜ୍ୟର ମୁଖ୍ୟ ବିରୋଧୀ … Read More

ବିଜେପୁର ଛାଡ଼ିବେ ନବୀନ!

ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାୟ ଦୁଇବର୍ଷ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ୟାକେଜ ଘୋଷଣା କରିଥିଲେ। ବୋଧହୁଏ ବିଜେପୁରବାସୀ ଏହାକୁ ଭୁଲି ନଥିବେ। ଓଡ଼ିଶାବାସୀ ବରଂ ଏହାକୁ ମନେ ରଖି ନଥିବେ। କାରଣ ଏହା ଭିତରେ ବିଜେପୁର ଉପନିର୍ବାଚନ … Read More

ଜୁନ୍‌ ୬ରୁ ଯୁକ୍ତ୨ ଆଡ୍‌ମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର, (ଓଟି): ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ଜୁନ୍‌ ୬ରୁ ଆବେଦନ … Read More

ଶନିବାର ବାଚସ୍ପତି ନିର୍ବାଚନ, କେମିତି ହୁଏ ବାଚସ୍ପତିଙ୍କ ନିର୍ବାଚନ ଜାଣନ୍ତୁ

ନବ ଗଠିତ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଶନିବାର ସକାଳେ ଅନୁଷ୍ଠିତ ହେବ। ଏଥିନେଇ ମୁଖ୍ୟମନ୍ତ୍ରୀ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ସାମ୍ବିଧାନିକ ବିଧି ଅନୁସାରେ ବିଧାନସଭାରେ ଏଥିନେଇ ପ୍ରସ୍ତାବ … Read More

ଜୁନ୍‌ ୧୭ରୁ ୪୦ ଦିନିଆ ସଂସଦ ଅଧିବେଶନ

ସଂସଦର ପ୍ରଥମ ଅଧିବେଶନ ଜୁନ୍‌ ୧୭ ତାରିଖରୁ ଅନୁଷ୍ଠିତ ହେବ। ଏନେଇ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି। ଏହି ଅଧିବେଶନ ୪୦ ଦିନ ଧରି ଚାଲିବ। ଜୁଲାଇ ୨୬ ତାରିଖରେ ଅଧିବେଶନ ଶେଷ ହେବ ବୋଲି ସେ … Read More

ମୋଦି୨.୦: ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ପେନ୍‌ସନ୍‌

ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ଗୁଡ଼ିକ ମଭିତରୁ ଗୁରୁତ୍ଵପୂଣ୍ଣ ହେଉଛି ଚାଷୀଙ୍କୁ ପେନ୍‌ସନ୍‌। ଏଣିକି ଆଗ୍ରହୀ ଚାଷୀଙ୍କୁ ୬୦ ବର୍ଷ ପହଞ୍ଚିବା ପରେ ମାସିକ ୩ହଜାର ଟଙ୍କା ପେନ୍‌ସନ୍‌ ରାଶି ଅନୁମୋଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Read More

ମୋଦି ସରକାରଙ୍କ ପ୍ରଥମ ନିଷ୍ପତ୍ତି: ବଢ଼ିଲା ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନା ରାଶି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୁରକ୍ଷା, ନିରାପତ୍ତା ଓ ଯେଉଁମାନେ ଦେଶକୁ ସୁରକ୍ଷା କରିବାରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତ ସେମାନଙ୍କ ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନା ରାଶିକୁ ବୃଦ୍ଧି କରିଛନ୍ତି। ଏହା ଜାତୀୟ ପ୍ରତିରକ୍ଷା ପାଣ୍ଠିରୁ ଦିଆଯାଇଥାଏ। ଯେଉଁ ପୁଲିସ … Read More

ସମ୍ପୂଣ୍ଣ ତାଲିକା: କେନ୍ଦ୍ର ସରକାରରେ କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ

ମୋଦି ସରକାରଙ୍କ ଦ୍ଵିତୀୟ ସରକାରରେ ମନ୍ତ୍ରଣାଳୟ ବଣ୍ଟନ ଶେଷ ହୋଇଛି। ରାଜ୍ୟପାଳଙ୍କ ନିକଟରୁ ମିଳିଥିବା ତଥ୍ୟକୁ ଆଧାରକରି ପ୍ରସ୍ତୁତ କରୁଛୁ ଏଠାରେ ମନ୍ତ୍ରୀପଦ ତାଲିକା। ପଢ଼ି ନିଅନ୍ତୁ ଏବଂ ଜାଣନ୍ତୁ କିଏ ପାଇଲେ କେଉଁ ମନ୍ତ୍ରଣାଳୟ। କାହାକୁ ରାରଷ୍ଟ୍ରପାହ୍ୟା ଓ କାହାକୁ … Read More