ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଚନ୍ଦ୍ରଙ୍କ ସୁପ୍ରଭାବରେ ଆପଣଙ୍କ କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିନ ଅନୁକୂଳ ପରିବେଶ ସୃଷ୍ଟି ହେବ । କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ । ଶୁଭ ରଙ୍ଗ ଧଳା । … Read More

ସମ୍‌ରେ ବିଶ୍ୱ ନିମୋନିଆ ଦିବସ ପାଳିତ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲର ଶିଶୁ ରୋଗ ବିଭାଗ ପକ୍ଷରୁ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି । ଶିଶୁ ମାନଙ୍କୁ କିଭଳି ନିମୋନିଆ … Read More

ଆରବିଆଇ ରିଟେଲ ଡାଇରେକ୍ଟ ଏବଂ ସମନ୍ୱିତ ଲୋକପାଳ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ରିଟେଲ ଡାଇରେକ୍ଟ ଯୋଜନା ଏବଂ ସମନ୍ୱିତ ଲୋକପାଳ ଯୋଜନା ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି ଦୁଇ ଗ୍ରାହକ କୈନ୍ଦ୍ରିକ ଯୋଜନାକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ … Read More

ଆଫଗାନିସ୍ତାନ ନଙ୍ଗରହାର ମସଜିଦରେ ବିସ୍ଫୋରଣ: ୩ ମୃତ, ୧୫ ଆହତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ଶୁକ୍ରବାର ଦିନ ଏକ ମସଜିଦରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ଏବେ ସୁଦ୍ଧା କେହି ବିସ୍ଫୋରଣ ପାଇଁ … Read More

ପୁରୀ ଜିଲ୍ଲାବାସୀଙ୍କୁ ଟିକା ନେବାକୁ ଅନୁରୋଧ କଲେ ଜିଲ୍ଲାପାଳ ସମର୍ଥ ବର୍ମା

ପୁରୀ, (ଓଡିଶା ଟାଇମ୍): ପୁରୀ ଜିଲ୍ଲାରେ ୮୨ ପ୍ରତିଶତ ଲୋକ ପ୍ରଥମ ପର୍ଯ୍ୟାୟ ଓ ୫୪ ପ୍ରତିଶତ ଲୋକ ଦ୍ଵିତୀୟ ପର୍ଯ୍ୟାୟ ଟିକା ନେଇଛନ୍ତି । କିନ୍ତୁ ଗ୍ରାମାଞ୍ଚଳରେ କିଛି ବ୍ୟକ୍ତି କୋଭିଡ୍ ଟିକା ନେବାକୁ ନାରାଜ ହେଉଛନ୍ତି । ଯାହାଫଳରେ … Read More

ଶ୍ରୀନଗରରେ ଆତଙ୍କବାଦୀ ନିହତ; ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଜାରି

ଶ୍ରୀନଗର, (ଓଡିଶା ଟାଇମ୍): ଜମ୍ମୁ କାଶ୍ମୀରର ଶ୍ରୀନଗରରେ ସୁରକ୍ଷା ବାହିନୀ ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଅନ୍ୟୂନ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ମୃତ ଆତଙ୍କି ପୁଲୱାମା ବାସିନ୍ଦା ଏବଂ ଆମିର ରିୟାଜ ବୋଲି ଚିହ୍ନଟ କରାଯାଇôଥବା କାଶ୍ମୀର ପୁଲିସ ଆଇଜି … Read More

ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ସାରିବାକୁ ଲକ୍ଷ୍ୟ, ରାଜ୍ୟରେ ୨୪ ଶହକୁ ଟିକାକରଣ କେନ୍ଦ୍ର ବୃଦ୍ଧି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ । ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଟିକାକରଣ କେନ୍ଦ୍ର ୧୬୦୦ରୁ ବଢି ୨୪୦୦ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୨ ହଜାରରୁ ଅଧିକ କରୋନା ପଜିଟିଭ୍, ୫୦୧ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର … Read More

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନ ୭୭.୮% ଫଳପ୍ରଦ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତ ବାୟୋଟେକର କୋଭିଡ ପ୍ରତିଷେଧକ ଟିକା କୋଭାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୭୭.୮% ଫଳପ୍ରଦ ବୋଲି ଜଣାଯାଇଛି । ଚିକିତ୍ସା ପତ୍ରିକା ଲାନସେଟରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଲକ୍ଷଣଯୁକ୍ତ କରୋନା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ … Read More

ବାଂଲାଦେଶରେ ଗ୍ରାମ ପରିଷଦ ନିର୍ବାଚନ ସମୟରେ ହିଂସା, ୭ ମୃତ

ଢାକା, (ଓଡିଶା ଟାଇମ୍): ବାଂଲାଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ସମୟରେ ହିଂସାରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟ ନିର୍ବାଚନ କମିଶନର କେ.ଏମ ନୁରୁଲ ହୁଦା ମତଦାନ ପୂର୍ବରୁ ପୋଲ ହିଂସା ବିରୋଧରେ ଚେତାବନୀ ଦେଇ କହିଛନ୍ତି … Read More