‘ଦୟା ଆବେଦନ’ ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ
ନୂଆଦିଲ୍ଲୀ: ନିର୍ଭୟା ‘ଦୋଷୀ’ ମୁକେଶର ଦୟା ଆବେଦନକୁ ଖାରଜ କରିଦେଇଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର୍ (ଏଲଜି)। ଏଥିସହ ପିଟିସନକୁ ଗୃହ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଛି। ଫଳରେ ଆଉମାତ୍ର ବାକି ରହିଲା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି। ଦୋଷୀ ମୁକେଶର ଦୟା ଆବେଦନକୁ ପ୍ରଥମେ ଦିଲ୍ଲୀ ସରକାର ଖାରଜ … Read More











