“ଇନ୍ଦିରାଙ୍କୁ ଲଜ୍ଜା ଲାଗିବା କଥା’
ନୂଆଦିଲ୍ଲୀ: ଜଣେ ମହିଳା ଭାବେ ଇନ୍ଦିରା ନିଜ ବିଚାର ଓ ମନ୍ତବ୍ୟ ଲାଗି ଲଜ୍ଜା କରିବା କଥା । ବୀଭତ୍ସ ଭାବେ ଗଣଦୁଷ୍କର୍ମ କରାଯାଇ ଆମ ଝିଅକୁ ମାରିଦିଆଗଲା । କିନ୍ତୁ ସୋନିଆ ଗାନ୍ଧିଙ୍କ ପ୍ରସଙ୍ଗ ଉଠାଇ ଦୋଷୀମାନଙ୍କୁ କ୍ଷମା କରିଦେବାକୁ … Read More
ନୂଆଦିଲ୍ଲୀ: ଜଣେ ମହିଳା ଭାବେ ଇନ୍ଦିରା ନିଜ ବିଚାର ଓ ମନ୍ତବ୍ୟ ଲାଗି ଲଜ୍ଜା କରିବା କଥା । ବୀଭତ୍ସ ଭାବେ ଗଣଦୁଷ୍କର୍ମ କରାଯାଇ ଆମ ଝିଅକୁ ମାରିଦିଆଗଲା । କିନ୍ତୁ ସୋନିଆ ଗାନ୍ଧିଙ୍କ ପ୍ରସଙ୍ଗ ଉଠାଇ ଦୋଷୀମାନଙ୍କୁ କ୍ଷମା କରିଦେବାକୁ … Read More
ବାଲେଶ୍ୱର: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଉତ୍ତରପଡ଼ା ଥାନା ଅଞ୍ଚଳର ଏକ ତୀର୍ଥଯାତ୍ରୀ ବସ୍ (ଡବ୍ଲ୍ୟୁ ବି ୧୯ଜି ୩୧୭୨) “ଗୀତାଞ୍ଜଳି’ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶନିବାର ଭୋର୍ରେ ଖନ୍ତାପଡ଼ା ଥାନା ଅଧୀନ ଏନ୍ଏଚ୍ର ମେଘା ପେଟ୍ରୋଲ ଟାଙ୍କି ନିକଟରେ … Read More
ମୁମ୍ବାଇ: ଭାରତୀୟ ରେଳବାଇର ସହାୟକ କମ୍ପାନୀ ଇଣ୍ଡିଆନ୍ ରେଲ୍ୱେ କ୍ୟାଟେରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (ଆଇଆର୍ସିଟିସି)ର ଦ୍ୱିତୀୟ ଟ୍ରେନ୍ ଅହମ୍ମଦାବାଦ-ମୁମ୍ବାଇ ତେଜସ୍ ଏକ୍ସପ୍ରେସ୍କୁ ଶୁଭାରମ୍ଭ କରାଯାଇଛି । ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଏବଂ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଅହମ୍ମଦାବାଦ ରେଳ ଷ୍ଟେସନ୍ରୁ ସବୁଜ ସଙ୍କେତ ଦେଖାଇ ଏହି ଏକ୍ସପ୍ରେସ୍କୁ ଶୁଭାରମ୍ଭ କରିଛନ୍ତି । ସାଧାରଣ ଜନତାଙ୍କ ପାଇଁ ଏହି ଟ୍ରେନ୍ଟିକୁ ଜାନୁଆରୀ ୧୯ରୁ ଯାତ୍ରା ପାଇଁ ଉପଲବ୍ଧ କରାଯିବ । ଆଇଆର୍ସିଟିସି ପକ୍ଷରୁ ଏହାର ବୁକିଂ ଆରମ୍ଭ କରାଯାଇଛି । ଏହି ଏକ୍ସପ୍ରେସ୍ ସକାଳ ୬.୪୦ରୁ ଅହମ୍ମଦାବାଦରୁ ଯାତ୍ରା ଆରମ୍ଭ କରିବ ଏବଂ ମଧ୍ୟାହ୍ନ ୧.୧୦ରେ ମୁମ୍ବାଇ ସେଣ୍ଟ୍ରାଲ୍ରେ ପହଞ୍ଚିବ । ଫେରସ୍ତ ସମୟରେ ମୁମ୍ବାଇ ସେଣ୍ଟ୍ରାଲ୍ରୁ ଏହା ଅପରାହ୍ଣ ୩.୪୦ରୁ ଯାତ୍ରା ଆରମ୍ଭ କରି ରାତି ୯.୫୫ରେ ଅହମ୍ମଦାବାଦରେ ପହଞ୍ଚିବ । ଗ୍ରାହକମାନେ ପେଟିଏମ୍, ଇକ୍ସିଗୋ, ଫୋନ୍ପେ, ମେକ୍ ମାଇଁ ଟ୍ରିପ୍, ଗୁଗଲ୍ପେ, ଗୋ-ଆଇବିବୋ, ରେଳଯାତ୍ରୀ ଆଦି ଆଇଆର୍ସିଟିସିର ଅନ୍ଲାଇନ୍ ଟ୍ରାଭେଲ୍ ପାର୍ଟନର୍ ମାଧ୍ୟମରେ ସିଟ୍ ବୁକ୍ କରିପାରିବେ । ଏଥିରେ ମୋଟ ୭୫୮ଟି ସିଟ୍ ରହିଛି, ଯେଉଁଥିରୁ ୫୬ଟି ସିଟ୍ ଏକ୍ଜିକ୍ୟୁଟିଭ୍ ଚେୟାର୍କାର୍ କ୍ଲାସ୍ ଏବଂ ଅନ୍ୟ ସିଟ୍ଗୁଡ଼ିକ ଏସି ଚେୟାର୍କାର୍ କ୍ଲାସ୍ର ରହିଛି । ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ଟ୍ରେନ୍ର ଅଧିକତମ ବେଗ ଘଣ୍ଟାପ୍ରତି ୧୬୦ କିମି ହେବ ବୋଲି ଅନୁମାନ କରାଯାଉଛି । ଏହାସହ ଏଥିରେ ବିଜୁଳି ଖର୍ଚ୍ଚ କମ୍ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଅତ୍ୟାଧୁନିକ ସୁବିଧାବିଶିଷ୍ଟ ଏହି ଟ୍ରେନ୍ର ପ୍ରତିଟି ସିଟ୍ର ପଛପଟେ ଏକ ଏଲ୍ଇଡି ଲାଗିଛି । ଏଥିରେ ୱାଇଫାଇ ସହିତ କ୍ୟାଟେରିଂ ମେନୁ ରଖାଯାଇଛି । ଅପରପକ୍ଷେ ଏଥିରେ ଯାତ୍ରୀମାନଙ୍କୁ ମାଗଣାରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାତ୍ରାବୀମା ଉପଲବ୍ଧ କରାଯିବ । ପ୍ରତିଟି କୋଚ୍ରେ ଇଣ୍ଟିଗ୍ରେଟେଡ୍ ବ୍ରେଲ୍ ଡିସ୍ପ୍ଲେ, ଡିଜିଟାଲ୍ ଡେଷ୍ଟିନେସନ୍ ବୋର୍ଡସ୍ ଏବଂ ଇଲେକ୍ଟ୍ରୋନିକ୍ ରିଜର୍ଭେସନ୍ ଚାର୍ଟ ମଧ୍ୟ ରହିଛି
ଭୁବନେଶ୍ୱର(ଓଟି): ବିସିସିଆଇର ବାର୍ଷିକ ଖେଳାଳି ତାଲିକା ପ୍ରକାଶ ପାଇଛି। ଏହି ଚୁକ୍ତି ତାଲିକା ଏ-ପ୍ଲସ, ଏ, ବି ଓ ସି’ ଆଦି ୪ଟି ଗ୍ରେଡରେ ଘୋଷଣା କରାଯାଇଥିବାବେଳେ ଏଥିରୁ ମାହି ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବାଦ୍ ପଡିଛନ୍ତି। … Read More
ପୁରୀ, (ଓଟି): ବିଶ୍ଵ ଐତିହ୍ୟ ସହର ଭାବେ ପୁରୀକୁ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାର ଦେଖିଥିବା ପ୍ରକଳ୍ପଗୁଡ଼ିକୁ ବାସ୍ତବ ରୂପ ଦେବାର କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। … Read More
ଭୁବନେଶ୍ଵର, (ଓଟି): ରାଜ୍ୟ ଓ ଜିଲ୍ଲା ପ୍ରଶଶସନ ଭିତରେ ସମନ୍ବୟ ସ୍ଥାପନ ତଥା ସରକାରୀ ନୀତି ଅନୁପାଳନକୁ ତ୍ଵରାନ୍ବିତ କରିବା ଲକ୍ଷ୍ୟରେ ଶୁକ୍ରବାର ଆୟୋଜନ ହେବ ଜିଲ୍ଲାପଳ ସମ୍ମିଳନୀ। ଏହି ସମ୍ମିଳନୀରେ ବିଭାଗୀୟ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ଜିଲ୍ଲାପାଳମାନଙ୍କୁ … Read More
ନୂଆଦିଲ୍ଲୀ : ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ” ପାଇଁ ଉତ୍ସାହିତ ରହିଛି ଭାରତ। ଏହି ମହାକାଶଯାନ ସାହାଯ୍ୟରେ ଭାରତ ତାହାର ପ୍ରଥମ ମାନବ ମହାକାଶଚାରୀଙ୍କୁ ମହାକାଶ ଅଧ୍ୟୟନ ଲାଗି ପ୍ରେରଣ କରିବ। ଏଥିଲାଗି ବଛା ଯାଇଥିବା ମହାକାଶଚାରୀଙ୍କୁ ଋଷରେ … Read More
ନୂଆଦିଲ୍ଲୀ: ଏଜିଆର୍ (ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ)ବ୍ୟବସ୍ଥାକୁ ନେଇ ଟେଲି ଅପରେଟର କମ୍ପାନୀମାନଙ୍କୁ ଶକ୍ତ ଧକ୍କା ଲାଗିଛି । ଟେଲିକମ୍ କମ୍ପାନ୍ୱାନଙ୍କ ରାଜସ୍ୱକୁ ନେଇ ଗତ ଅକ୍ଟୋବର ୨୪ ତାରିଖରେ ସୁପ୍ରିମକୋର୍ଟ ଏହି ଏଜିଆର୍ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲା ବେଳେ … Read More
ଭୁବନେଶ୍ଵର, (ଓଟି): ସକାଳର ଘନ କୁହୁଡ଼ିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମୁମ୍ବାଇ ଯାଉଥିବା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍। ଏଥିରେ ୧୧ଜଣ ଯାତ୍ରୀ ଆହତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ଏସ୍ସିବିକୁ ଆସିଥିବା ଏହି ଆତଙ୍କ ସଂଖୃା ୩୦ ବୋଲି ଜଣାପଡ଼ିଛି। ସେଥିରୁ … Read More
ନୂଆଦିଲ୍ଲୀ: କମିନାହିଁ ଆତଙ୍କ। ଅର୍ଥାତ୍ ଆତଙ୍କବାଦ ହଟିନାହିଁ; ତେଣୁ ଆମ ଲଢେଇ ସରିନାହିଁ। ଆତଙ୍କବାଦୀଙ୍କୁ ମୂଳୋତ୍ପାଟନ କରିବାକୁ ଆମକୁ ଆବଶ୍ୟକସ୍ଥଳେ ଯୁଦ୍ଧ କରିବାକୁ ହେବ। ଏଭଳି ସୂଚନା ଦେଇଛନ୍ତି ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ତଥା ସିଡିଏସ୍ ଜେନେରାଲ ବିପିନ ରାୱତ।ଦେଶର ପ୍ରଥମ … Read More