କେନ୍ଦ୍ର ନିଜ ପକ୍ଷ ରଖନ୍ତୁ, ପରେ ‘ସିଏଏ’ ଶୁଣାଣି: ଏସ୍ସି
ନୂଆଦିଲ୍ଲୀ(ଓଟି): ସିଏଏ, ଏନଆରସି ଏବଂ ଏନପିଆର୍କୁ ନେଇ ବିବାଦ ଥମିବାର ନାଁ ଧରୁନି। ବିଭିନ୍ନ କୋର୍ଟରେ ଏ ସମ୍ପର୍କିତ ବହୁ ସଂଖ୍ୟକ ମାମଲା ହୋଇଛି। ଅନୁରୂପ ଭାବେ ସମର୍ଥନ ଓ ବିପକ୍ଷ ଆଧାରରେ ଦେଶର ସର୍ବୋଚ୍ଚ ଅଦାଲତରେ ମଧ୍ୟ ଅନେକ ଆବେଦନ … Read More











