ମିରଟରେ ନିର୍ମାଣ ହେବ ସ୍ଵତନ୍ତ୍ର ଯୁଦ୍ଧ ସ୍ମାରକୀ

ନୂଆଦିଲ୍ଲୀ(ଓଟି): ବିଶ୍ଵସ୍ତ ପ୍ରାଣୀ କୁକୁର। ସର୍ବଦା ମଣିଷର ସହାୟତା କରିଆସୁଛି। ଏପରିକି ପୁଲିସ୍‌ ଓ ସେନାବଳକୁ ମଧ୍ୟ କୁକୁରମାନଙ୍କ ଅବଦାନ ଯଥେଷ୍ଟ। ଯୁଦ୍ଧକ୍ଷେତ୍ରରେ ବି ରହିଛି ଅନେକ ଭୂମିକା। ଆଉ ସେଭଳି ପ୍ରାଣୀ ଯୁଦ୍ଧରେ ପ୍ରାଣ ହରାଇଲେ ନିଶ୍ଚିତ ଦୁଃଖର ବିଷୟ। … Read More

୬୪୪ ଆତଙ୍କବାଦୀଙ୍କ ସଶସ୍ତ୍ର ଆତ୍ମସମର୍ପଣ

ଗୌହାଟି(ଓଟି): ଜଣେ କି ଦୁଇଜଣ ନୁହେଁ, ହିଂସା ପରିହର କରି ୬୪୪ଜଣ ଆତ୍ମସମର୍ପଣ କରିଛନ୍ତି। ଏଭଳି ଉଲ୍ଲେଖନୀୟ ଘଟଣା ଘଟିଛି ଆସାମରେ। ୮ଟି ବେଆଇନ ଘୋଷିତ ସଙ୍ଗଠନର ୬୪୪ ଜଣ ଆତଙ୍କବାଦୀ ଆଜି କେବଳ ଆତ୍ମସମର୍ପଣ କରିନାହାନ୍ତି ବରଂ ୧୭୭ଟି ଅସ୍ତ୍ରଶସ୍ତ୍ର … Read More

ମାର୍ଚ୍ଚରୁ ନିର୍ମାଣ ଆରମ୍ଭ ହେବ ଏସସିବି ୨ୟ କ୍ୟାମ୍ପସ୍

କଟକ(ଓଟି): କଟକର ଓଡ଼ିଆ ବଜାରସ୍ଥିତ ସଂଗ୍ରହାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଘୋଷଣା କରିବା ସହ ମହାନଦୀ ହାଡ଼ିଆପରେ ପ୍ରସ୍ତାବିତ ଏସସିବିର ଦ୍ୱିତୀୟ କ୍ୟାମ୍ପସ ସମ୍ପର୍କରେ … Read More

ନେତାଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ(ଓଟି): ସ୍ଵାଧୀନତା ସଂଗ୍ରାମର ମହାନ ଯୋଦ୍ଧା ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀ ଦେଶସାରା ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନେତାଜୀଙ୍କର ଅତୁଳନୀୟ ସାହସ ଏବଂ ଔପନିବେଶବାଦକୁ ପ୍ରତିରୋଧ … Read More

ମାନ୍ଦାବସ୍ଥା: ଏଫ୍ଏମ୍ସିଜି, ରିଅଲ୍ ଇଷ୍ଟେଟ୍ ପ୍ରଭାବିତ

ନୂଆଦିଲ୍ଲୀ(ଓଟି): ସମ୍ପ୍ରତି ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଏହା ବିଭିନ୍ନ କ୍ଷେତ୍ରକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ଏଭଳି ସନ୍ଧିକ୍ଷଣରେ ଏଫଏମସିଜି କ୍ଷେତ୍ର ମଧ୍ୟ ଭଲ ସ୍ଥିତିରେ ନାହିଁ।  ଅଭିବୃଦ୍ଧି ଦ୍ରୁତ ହାରରେ ହ୍ରାସ ପାଇଛି ବୋଲି ମାର୍କେଟ୍ ରିସର୍ଚ୍ଚ … Read More

ଆମାଜନକୁ ଟକ୍କର ଦେଇପାରିବ ରିଲାଏନ୍ସ

ମୁମ୍ବାଇ(ଓଟି): ଆମେରିକାର ପ୍ରମୁଖ କମ୍ପାନୀ ଏକ୍ସନ, ଏଟି ଆଣ୍ଡ୍ ଟି ଏବଂ ଆମାଜନ୍ ଭଳି କମ୍ପାନୀଗୁଡିକୁ ବ୍ୟବସାୟିକ ଟକ୍କର ଦେଇପାରିବ ଭାରତର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍। ଆନ୍ତର୍ଜାତିକ ଗବେଷଣାକାରୀ  ସଂସ୍ଥା ବର୍ଣ୍ଣଷ୍ଟେନ୍ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି । ପେଟ୍ରୋଲିୟମ କ୍ଷେତ୍ରରୁ ବ୍ୟବସାୟ ଆରମ୍ଭ … Read More

କର୍ତ୍ତବ୍ୟରେ ଅବହେଳା: ୩ ଶିକ୍ଷକ ଙ୍କ ଦରମା ବନ୍ଦ

ଚମ୍ପୁଆ: କର୍ତ୍ତବ୍ୟରେ ଅବହେଳା କାରଣ ଦର୍ଶାଇ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକ ୩ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି ।  ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶିପାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର ମହାନ୍ତ ଓ  ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତ ବିଲମ୍ବରେ ବିଦ୍ୟାଳୟ କୁ ଆସିଥିବା ନେଇ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି … Read More

୨୦୨୦ ପୁଲିସ ମେଡାଲ୍‌ ପାଇଁ ୧୪ଜଣଙ୍କ ନାଁ ଘୋଷିତ; ୨୬ରେ ରାଜ୍ୟପାଳ ପ୍ରଦାନ କରିବେ

ଭୁବନେଶ୍ଵର, (ଓଟି): ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ତଥା ଭିଜିଲାନ୍ସ ଲାଗି ଓଡ଼ିଶା ସରକାର ୧୪ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ସେବା ପଦକ ପ୍ରଦାନ କରିବେ। ଗଣରାଜ ଦିବସ ପାଳନ ଅବସରରେ ପୂର୍ବରୁ ପ୍ରଚଳିନତ ପରମ୍ପରା ଅନୁସାରେ ରାଜ୍ୟପାଳ … Read More

ସୁରାଟ, ବାରାଣସୀ ପରେ ପ୍ରୟାଗରାଜକୁ ଉଡ଼ିବ ବିମାନ

ଭୁବନେଶ୍ୱର(ଓଟି): ଆସନ୍ତା ୩୧ରୁ ଭୁବନେଶ୍ୱର-ବାରାଣସୀ ମଧ୍ୟରେ ଆଲାଏନ୍ସ ଏୟାର୍ ବିମାନ ଚଳାଚଳ କରିବ। ସେହିପରି ଫେବ୍ରୁଆରୀ ୨୯ରୁ ବାରାଣସୀକୁ ସେବା ଯୋଗାଇବ ଇଣ୍ଡିଗୋ। ଅନ୍ୟପକ୍ଷରେ ୨୪ରୁ ଝାରସୁଗୁଡ଼ାରୁ କୋଲକାତା ସେବା ଆରମ୍ଭ କରିବ ଆଲାଏନ୍ସ ଏୟାର୍। ଖାଲି ସେତିକି ନୁହେଁ ଜୁଲାଇ … Read More

ଆମେ ତ ଉଡୁ ଆଜି ଆକାଶେ…

ଭୁବନେଶ୍ଵର(ଓଟି): ଆମେ ତ ଭାଗ୍ୟବାନ ପିଲାରେ… ଆଉକେ ଆମପରି ଅଛିରେ… ଆମେ ତ ଉଡୁ ଆଜି ଆକାଶେ… ଏଭଳି ଆକାଶରେ ଉଡିବା ପାଇଁ ସତେ କାହାର ଅବା ଇଚ୍ଛା ନାହିଁ! ବରଂ ସମସ୍ତଙ୍କ ସ୍ଵପ୍ନ ଥାଏ- ଥରେ ହେଉ ପଛେ ଆକାଶରେ … Read More