କରୋନା: ୩୧ ଯାଏ ସବୁ ଟ୍ରେନ୍‌ ଚଳାଚଳ ବନ୍ଦ

ଭୁବନେଶ୍ଵର, (ଓଟି): କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି କେନ୍ଦ ସରକାର ସମସ୍ତ ରେଳ ଚଳାଚଳକୁ ୩୧ ତାରିଖ ଯାଏ ବନ୍ଦ ଘୋଷଣା କରିଛନ୍ତି। ଏହିକ୍ରମରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, କୋଭିଡ୍‌-୧୯ ଭୁତାଣୁ … Read More

କରୋନା: ଧମକାଉଛନ୍ତି ଓଏଏସ୍‌ , ଘର ଛାଡ଼ିଲେ ନେପାଳ ଫେରନ୍ତା ଦମ୍ପତି

ଭୁବନେଶ୍ଵର, (ଓଟି): ଜଣେ ଦାୟିତ୍ଵବାନ ସରକାରୀ ଅଧିକରୀ ନିଜ ଦାୟିତ୍ଵରୁ ଚ୍ୟୁତ ହୋଇଛନ୍ତି। ସେ ଭୁବନେଶ୍ଵର ଉପକଣ୍ଠ ଏକ ତହସିଲ୍‌ରେ ଜଣେ ତହସିଲ୍‌ଦାର ଭାବେ କାର୍ଯ୍ୟରତ। କିନ୍ତୁ ନିଜର ସମସ୍ତ ଦାୟିତ୍ଵକୁ ଭୁଲି ଜଣେ ନେପାଳ ଫେରନ୍ତା ଅର୍ଥନୀତିଜ୍ଞ ଦମ୍ପତିଙ୍କୁ ନିଜ … Read More

ଜନତା କର୍ଫ୍ୟୁ: ୧୪୧ଟ୍ରେନ୍ ବାତିଲ

ଭୁବନେଶ୍ୱର (ଓଟି): ମହାମହାରୀ କରୋନା ପାଇଁ ସାଧାରଣ ଜନଜୀବନଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି। ସୁରକ୍ଷା ଦୃଷ୍ଟିରୁ କଡ଼ା କଟକଣା କରାଯାଉଛି। ଏହିକ୍ରମରେ ଜନତା କର୍ଫ୍ୟୁ ପାଇଁ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି। ପୂର୍ବତନ ରେଳବାଇ ପକ୍ଷରୁ ୧୪୧ ଟ୍ରେନ … Read More

ନେଲା ଆଉଏକ ପ୍ରାଣ, ମୃତ୍ୟୁ ସଂଖ୍ୟା ୬

ପାଟଣା (ଓଟି): ବିଶ୍ଵ ମହାମାରୀ- ମାରାତ୍ମକ କରୋନା ତଥା କୋବିଡ-୧୯। ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛି। ବିଶ୍ଵ ଇତିହାସରେ ସବୁଠୁ ବଡ଼ ଆତଙ୍କ ସୃଷ୍ଟି କରିଥିବା ଏହି ଅଦୃଶ୍ୟ ଭୂତାଣୁ ପାଇଁ ସବୁଠି ତ୍ରାହି ତ୍ରାହି ସ୍ଵର। ଏଯାଏଁ ବାହାରିନି … Read More

ଓଡ଼ିଶା ପରେ ପଞ୍ଜାବ ଓ ରାଜସ୍ଥାନରେ #LockDown

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ଭୁତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନର ଦୃଢ଼ ପଦକ୍ଷେପ ଅନ୍ୟ ରାଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଛି। ମୁଖ୍ୟମନ୍ତ୍ରୀ ଶନିବାରଦିନ ଓଡ଼ିଶାର ସଂକ୍ରମଣ ସମ୍ବେଦନଶୀଳ ୫ ଜିଲ୍ଲା ଓ ୮ ଗୁରୁତ୍ଵପୂଣ୍ଣ ସହରରେ … Read More

ଘରୋଇ ଲ୍ୟାବ୍‌ଙ୍କୁ #covid19 ପରୀକ୍ଷା କ୍ଷମତା

ଭୁବନେଶ୍ଵର, (ଓଟି): ଏଣିକି ଘରୋଇ ହସ୍‌ପିଟାଲ୍‌ ତଥା ନିଦାନ କେନ୍ଦ୍ରମାନେ କୋଭିଡ୍‌୧୯ କରୋନା ଭୁତାଣୁର ପରୀକ୍ଷା କରିପାରିବେ। ଦିନକୁ ଦିନ ବଢ଼ୁଥିବା ସଂଖ୍ୟାକୁ ପରିଚାଳନା କରିବା ତଥା ବିରୋଧୀ ଦଳର ସମାଲୋଚନାକୁ ଏଡ଼ାଇବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଟାଇମ୍‌ସଅଫ୍‌ … Read More

ଜନତା କର୍ଫ୍ୟୁ: ମୁଁ କାହିଁକି ମାନିବି?

ଅବଶ୍ୟ ଦଳ, ସମ୍ପ୍ରଦାୟ ନିର୍ବିଶେଷରେ ଭିନ୍ନମତଧାରୀମାନେ  ଏ ବିଷୟରେ ନିଜର ବିକଳ୍ପ ବିଚାରକୁ ସର୍ବସାଧାରଣରେ ଉପସ୍ଥାପନ କରି ନାହାନ୍ତି କିନ୍ତୁ ଏହା ଏକ ଅଜବ ପ୍ରଶ୍ନ।  ମୋ ଭଳି ଅନେକଙ୍କ ମନରେ ଏଭଳି ପ୍ରଶ୍ନ ଉଠୁଥିବ। ଏ ବିଷୟରେ କିଛି ବୈଜ୍ଞାନିକ … Read More

କରୋନା ଭୟ: ଚାରିଆଡ଼େ ସ୍ଵତଃ ବନ୍ଦ, ରାଜଧାନୀ ଖାଁ, ଖାଁ

ଭୁବନେଶ୍ଵର (ଓଟି): ଭୟ, ଆତଙ୍କ ଓ ଗୁଜବ ଭିତରେ ରବିବାର ଓଡ଼ିଶାର ବିଭିନ୍ନ ସହରରେ ସ୍ଵତଃ କର୍ଫ୍ୟୁ ଦେଖିବାକୁ ମିଳିଛି। ପୂରା ରାଜଧାନୀ ଖାଁ ଖାଁ ଦେଖାଯାଉଛି। କିଛି ପ୍ରମୁଖ ସ୍ଥାନରେ ପୁଲିସ ବଳ ମୁତ୍ତୟନ ରହିଥିଲେ ବି ରାସ୍ତାରେ ଗାଡ଼ି … Read More

କରୋନା: ଲକ୍‌ ଡାଉନ୍‌ରେ କ’ଣ କରିହେବ, କ’ଣସବୁ ମନା

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାର ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ପ୍ରାୟତଃ ବନ୍ଦ ବା ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରବିବାରଠାରୁ ଏହି ଲକ୍‌ଡାଉନ୍‌ ଲାଗୁ ହେବ ଏବଂ ଏହା ୨୯ ତାରିଖ ଯାଏ ଅର୍ଥାତ୍‌ ୭ ଦିନ ଯାଏ … Read More

କରୋନା: ଅସରନ୍ତି ଭୟ, ଦେଶରେ ୫୬ ନୂଆ ଆକ୍ରାନ୍ତ

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବିନା ବ୍ରେକ୍‌ରେ ବଢ଼ି ଚାଲିଛି। ଶନିବାରଦିନ ଭାରତର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ଆହୁରି ୫୬ଜଣଙ୍କ ନାଁ ଯୋଡ଼ି ହୋଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ରହିଛି। ଏଥିରୁ ୨୪୪ ଭାରତୀୟ ନାଗରିକ ହୋଇଥିବାବେଳେ … Read More