#Covid19 test: ସର୍ବାଧିକ ୪୫୦୦ ଟଙ୍କା ନେଇପାରିବେ ଘରୋଇ ହସ୍ପିଟାଲ୍
ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କରୋନା ସଂକ୍ରମଣ ବାବଦ କୋଭିଡ୍୧୯ ଭୁତାଣୁ ଚିହ୍ନଟ ପରୀକ୍ଷଣ ଏଣିକି ଘରୋଇ ହସ୍ପିଟାଲ୍ମାନେ କରିପାରିବେ। କିନ୍ତୁ ପରୀକ୍ଷଣ ପାଇଁ ସେମାନେ ସର୍ବାଧିକ ୪୫୦୦ ଟଙ୍କା ଦେୟ ଗ୍ରହଣ … Read More











