#କୋଭିଡ୍-୧୯: ଦେଶରେ ମୃତ୍ୟୁ ସଂଖ୍ୟା ୨୯
ନୂଆଦିଲ୍ଲୀ (ଓଟି): ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୧୦୭୧ ଜଣ ପଜିଟିଭଙ୍କ ମଧ୍ୟରୁ ୧୦୦ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି ଏବଂ ଦେଶର ବିଭିନ୍ନ ହସ୍ପିଟାଲରେ ୯୪୨ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ରବିବାର ଶେଷ ରିପୋର୍ଟ ସୁଦ୍ଧା ଦେଶରେ … Read More











