#ଲକ୍‌ଡାଉନ୍‌: ବଢ଼ିବ ପ୍ରିପେଡ୍ ପ୍ଲାନ୍ ବୈଧତା!

ଭୁବନଶ୍ଵେର (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ପ୍ରତିଟି କ୍ଷେତ୍ରକୁ ସଜାଗ କରାଯାଇଛି। ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଆଉକେତେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଅଣାଯାଇଛି। ଏହିକ୍ରମରେ ପ୍ରିପେଡ୍‌ ପ୍ଲାନ୍‌ଗୁଡ଼ିକର ପ୍ଲାନ୍‌ ବୈଧତା ବୃଦ୍ଧି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ … Read More

#ଲକ୍‌ଡାଉନ୍‌: ପୁଲିସ୍ କର୍ମଚାରୀଙ୍କ ୮ ଘଣ୍ଟା ଡ୍ୟୁଟି

ଭୁବନେଶ୍ୱର (ଓଟି): ଲକ୍‌ଡାଉନ ସମୟରେ ୮ ଘଣ୍ଟା ଡ୍ୟୁଟି କରିବେ ପୁଲିସ୍‌ କର୍ମଚାରୀ। ଏଥିସହ ପ୍ରତ୍ୟେକ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସପ୍ତାହରେ ଦିନେ ଛୁଟି ମିଳିବ। ଡିଜି ଅଭୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ଏସପି/ଡିସିପିଙ୍କୁ ଏ ସମ୍ପର୍କରେ … Read More

ବୟସରେ ଶିଶୁ, ବୁଦ୍ଧିରେ ବୟସ୍କ: କୁମ୍ପି ଭାଙ୍ଗି ଦାନକଲା

ଚେନ୍ନାଇ (ଓଟି): କୁହାଯାଏ ଈଶ୍ଵରଙ୍କ ସ୍ଵରୂପ ହେଉଛି ଶିଶୁ। ଶିଶୁ ଯେମିତି ସରଳ, ସେମିତି ନିଷ୍କପଟ। ଏଭଳି ଜଣେ ଅନନ୍ୟ ଶିଶୁ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି। ବୟସ ଅଢ଼େଇ ବର୍ଷ। ହେଲେ ବୁଦ୍ଧିରେ ତା’ର ସରି କିଏ? ମହାମାରୀ … Read More

ପାସ ନବୀକରଣ ଅନାବଶ୍ୟକ

ଭୁବନେଶ୍ଵର, (ଓଟି):: ରାଜ୍ୟରେ ଲକ୍ ଡାଉନ ଦୃଷ୍ଟିରୁ ସାଧାରଣ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି । କିନ୍ତୁ ଜରୁରୀ ଆବଶ୍ୟକତା ନେଇ ଯାତତାୟତ କରିବାକୁ ଚାହୁଁଥିବା ଲୋକଙ୍କୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପାସ ପ୍ରଦାନ କରାଯାଇଥିଲା । ସ୍ଥିତି ସୁଧୁରିବା … Read More

#ଲକ୍‌ଡାଉନ: ବଢ଼ିବନି ଅବଧି

ଭୁବନେଶ୍ୱର (ଓଟି): ମହାମାରୀ କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ସରକାର ଦେଶକୁ ୨୧ଦିନିଆ ଲକ୍‌ଡାଉନ୍‌ରେ ରଖିଛନ୍ତି। ତେବେ ଏଭଳି ତାଲାବନ୍ଦ ଅବଧି ଆଗକୁ ବଢ଼ିବନି। ଏହାକୁ ଖାରଜ କରିଛନ୍ତି ସରକାର। ଏଥିସହ ପୂର୍ବରୁ ଲକ୍‌ଡାଉନ ଅବଧି ବଢ଼ିବାନେଇ ଚାଲିଥିବା ଚର୍ଚ୍ଚାକୁ … Read More

ବିଦେଶ ଫେରନ୍ତାଙ୍କୁ ସରକାରଙ୍କ ନିର୍ଦେଶ: ଏକାନ୍ତରେ ରୁହ

ଭୁବନେଶ୍ଵର, (ଓଟି): ରାଜ୍ୟରେ କରୋନା ଭୂତାଣୁର ଗଣ ସଂକ୍ରମଣ ରୋକିବା ପାଇଁ ବିଦେଶରୁ ଫେରିଥିବା ଲୋକମାନେ ନିଜ ଘରେ ତୁରନ୍ତ ସଙ୍ଗରୋଧରେ ବା ହୋମକ୍ୱାରେଂଟାଇରେ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବାହାରକୁ ଲକ୍ଷଧଣ ଜଣାପଡ଼ୁନଥିଲେ ବି ବିଦେଶରୁ … Read More

ବଜେଟ୍‌ ଅଧିବେଶନ ଶେଷ

ଭୁବନେଶ୍ୱର (ଓଟି): ସରିଛି ରାଜ୍ୟ ବଜେଟ୍‌ ଅଧିବେଶନ। ମହାମାରୀ କରୋନା କାରଣରୁ ଏଥିପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଥଥିଲେ ମଧ୍ୟ ଆଜି ପ୍ରଥମଥର ପାଇଁ ଲୋକସେବା ଭବନରେ ବିଧାନସଭା ବୈଠକ ହୋଇଥିଲା। ଏଥିପାଇଁ ବାଚସ୍ପତି ପୂର୍ବରୁ ସୂଚନା ପ୍ରଦାନ କରିଥିଲେ ଏବଂ … Read More

ଇୟୁରୋପରେ ସ୍ଥିତି ସଙ୍ଗୀନ: ଆମେରିକାରେ ସର୍ବାଧିକ କରୋନା ସଂକ୍ରମିତ, ଇଟାଲି ମୃତ୍ୟୁ ସଂଖ୍ୟା ସର୍ବାଧିକ

ଭୁବନେଶ୍ଵର, (ଓଟି):ଏବେ ଆମେରିକାରେ ସର୍ବାଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ସ୍ପେନରେ କରୋନା ରୋଗ ଦ୍ୱାରା ମୃତ୍ୟୁ ସଂଖ୍ୟା ସର୍ବାଧିକରେ ପହଂଚିଛି । ଆମେରିକାରେ ଏବେ ସୁଦ୍ଧା ୧ ଲକ୍ଷ ୪୨ହଜାର ୧୭୮ ଜଣ କରୋନାରେ ସଂକ୍ରମିତ … Read More

ଓଡ଼ିଶାରେ କରୋନା ସମସ୍ୟା ସଂଘାତିକ ହୋଇପାରେ:୨୮୫୬ ବିଦେଶ ଫେରନ୍ତାଙ୍କ ପତା ମିଳୁନି

ଭୁବନେଶ୍ଵର, (ଓଟି): କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିବା ପରେ ବିଦେଶରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟ ଭୟଭୀତ ହୋଇ ଦେଶକୁ ଚାଲିଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କରୋନା ଭୂତତାଣୁ ଦ୍ୱାରା ସଂକ୍ରମିତ ହୋଇ ଦେଶକୁ ଆସି ଅନ୍ୟମାନଙ୍କ ସହ … Read More

#କୋଭିଡ୍-୧୯ #ଲକ୍‌ଡାଉନ୍‌: ୫ ଜଣଙ୍କୁ ଚାପିଦେଲା ଟ୍ରକ୍

ଚଣ୍ଡୀଗଡ଼ (ଓଟି):  କରୋନା କରୁଛି କଲବଲ। ମହାମାରୀ କବଳରୁ ମୁକ୍ତି ପାଇଁ ସତର୍କତା ସ୍ଵରୂପ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି ଦେଶ। ତେବେ ଏଭଳି ପରିସ୍ଥିତିରେ ଘଟିଛି ସଡ଼କ ଦୁର୍ଘଟଣା। ଚାଲି ଚାଲି ଯାଉଥିବା ଲୋକଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି … Read More