ଜେଲରୁ ମୁକୁଳିଲେ ଆନନ୍ଦ ମୋହନ- ଏବେ ନିର୍ବାଚନ ଲଢ଼ିବେ କି ?

ନୂଆଦିଲ୍ଲୀ: ବିହାରର ବାହୁବଳୀ ନେତା ଆନନ୍ଦ ମୋହନ ସିଂହ ଜେଲରୁ ମୁକୁଳିବା ପରେ ବିହାର ରାଜନୀତି ସରଗରମ ହୋଇଛି । ନୀତୀଶ କୁମାର ସରକାର ଜେଲ ମାନୁଆଲରେ ପରିବର୍ତ୍ତନ କରିଥିବାରୁ ତାଙ୍କ ମୁକ୍ତି ସମ୍ଭବ ହୋଇପାରିଛି । ୨୯ ବର୍ଷ ପୂର୍ବେ … Read More

ମୋଦିଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦିୟ ବୟାନ – ‘ମୋଦି ବିଷାକ୍ତ ସାପ’

ବେଙ୍ଗାଲୁର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷାକ୍ତ ସାପ ବୋଲି କହିଛନ୍ତି । କର୍ଣ୍ଣାଟକର କଲବୁର୍ଗିରେ ଗୁରୁବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଖଡଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଷାକ୍ତ ସାପ ପରି । … Read More

ମୋଦିଙ୍କ ବିରୋଧରେ ‘ୱାନ୍ ଇଜ୍ ଟୁ ୱାନ୍’ ଫର୍ମୁଲା ସଫଳ ହେବ ତ ?

ଭୁବନେଶ୍ୱର,(ଓଡ଼ିଶାଟାଇମ): ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏକୁ ପାଖାପାଖି ୪୫ ପ୍ରତିଶତ ଭୋଟ୍ ମିଳିଥିଲା। ଅବଶିଷ୍ଟ ୫୫ ପ୍ରତିଶତ ଭୋଟ୍ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳକୁ ଯାଇଥିଲା । ଏବେ ୨୦୨୪ରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ … Read More

ଝାରସୁଗୁଡ଼ା ଉପନିର୍ବାଚନ: ଆଦିବାସୀ ମତଦାତାଙ୍କ ହାତରେ ବିଜୟ ଚାବିକାଠି

ଭୁବନେଶ୍ୱର,(ଓଡ଼ିଶାଟାଇମ): ଆଉ ୧୨ଦିନ ପରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ । ନିର୍ବାଚନରେ ଅଂଶଗ୍ରହଣ କରିଥିବା ନେତାମାନଙ୍କର ପ୍ରଚାର ଧିରେ ଧିରେ ଜମି ଆସିଲାଣି । ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିର୍ବାଚନରେ ଗୁରୁତ୍ୱବହନ କରୁଥିବା ବିଭିନ୍ନ ଜାତିର ନେତାମାନଙ୍କୁ ନିଜ … Read More

ସତରେ କ’ଣ ରାଜନୈତିକ ନେତା ଓ ଦଳ ଲୁଟେରା, ଆଇଏଏସ୍ ଅଫିସର ସଚ୍ଚୋଟ ?

ଭୁବନେଶ୍ୱର,( ଓଡ଼ିଶା ଟାଇମ୍‌) – ବେସାମରିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ଏବେ ଆଲୋଚନାର ବିଷୟବସ୍ତୁ ପାଲଟଛି। ରାଜନୀତି କରୁଥିବା ନେତା ଓ ଦଳମାନେ ଲୁଟେରା ଓ ଆଇଏଏସ୍‍ ଅଫିସରମାନେ ସଚ୍ଚୋଟ। ତେଣୁ ସେମାନେ ରାଜନୈତିକ ଦଳ … Read More

ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପୂର୍ବରୁ ସୋଆରେ ମକ୍ ଜି-୨୦

ଭୁବନେଶ୍ୱର, ( ଓଡ଼ିଶା ଟାଇମ୍‌): ଆସନ୍ତା ୨୭ ଓ୨୮ ଦୁଇଦିନ ଧରି ଭୁବନେଶ୍ଵରଠାରେ ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକର କାର୍ଯ୍ୟକ୍ରମ ଆୟୋଜନ ହେବ। ଏହାର ଅବ୍ୟବହିତ ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ଏକ ମକ୍ … Read More

ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଭୁୁବନେଶ୍ୱର, (ଓଡ଼ିଶା ଟାଇମ):  ପୂର୍ବତନ ସାଂସଦ, ଲେଖକ, ଅର୍ଥନୀତି ବିଶାରଦ ତଥା ରାଜ୍ୟ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନଗୋଙ୍କ ଆଜି ସକାଳ ୭ଟାରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ଧରି … Read More

ଓପିଜିସିରେ କର୍ମଚାରୀ ଅନ୍ତର୍ଦ୍ୱନ୍ଦ୍ୱ, ସରକାରଙ୍କ ନିଷ୍ପତ୍ତିରେ ଅମାନିଆ ମୁଷ୍ଟିମେୟ କର୍ମଚାରୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଓଡ଼ିଶା ପାୱାର ଜେନେରେସନ୍‌ କର୍ପୋରେସନ୍‌ ବା ଓପିଜିସିରେ ପୁଣିଥରେ ତେଜିଛି ଗୋଷ୍ଠୀ କନ୍ଦଳ। ଯେଉଁ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ସରକାର ଚିହ୍ନି ପ୍ଲାଣ୍ଟର ପରିଚାଳନା ଦାୟିତ୍ୱ ଦେଇଛନ୍ତି ତାଙ୍କୁ ବଦ୍‌ନାମ କରିବା ଲାଗି ଲାଗି ପଡ଼ିଛନ୍ତି ପକିଛି … Read More

ଜଙ୍ଗଲ ନିଆଁ ଏକ ଘାତକ ଚକ୍ର

ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ତୁଳନାରେ ଯଥେଷ୍ଟ ପୂର୍ବରୁ ଗ୍ରୀଷ୍ମ ଋତୁ ଆସିଯାଇଛି, ଏବଂ ତା ସହିତ ଜଙ୍ଗଲ ନିଆଁ ମଧ୍ୟ ଆରମ୍ଭ ହୋଇଯାଇଛି । ନାସାର ଫାୟାର ଇନଫରମେସନ୍ ପର ରିସୋର୍ସ ମ୍ୟାନେଜମେଣ୍ଟ (ସମ୍ବଳ ପରିଚାଳନା ପାଇଁ ଅଗ୍ନିକାଣ୍ଡ ସମ୍ପର୍କିତ … Read More

ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ଡକ୍ଟରେଟ୍‌

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ଓଡ଼ିଆ ସିନେମା କ୍ଷେତ୍ରରେ ଅନନ୍ୟ ଗବେଷଣା ଓ ସଫଳ ସନ୍ଦର୍ଭ ପ୍ରକାଶନ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ପିଏଚ୍‌ଡି ଉପାଧି ପ୍ରଦାନ କରାଯାଇଛି। ସେ ‘ଓଡ଼ିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର … Read More