ମହାରାଷ୍ଟ୍ରରେ ୨୩ ପୁଲିସ କର୍ମଚାରୀଙ୍କୁ କରୋନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ୨୩ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ସଂଖ୍ରାକୁ ମିଶାଇ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାର ପାର୍‌ କରିଛି। ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ଆଜି ୧୬୫ଜଣ … Read More

ବିଦେଶରେ ୩୩୩୬ ଭାରତୀୟ କରୋନା ଆକ୍ରାନ୍ତ, ୨୫ ମୃତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଦେଶରେ ଥିବା ଭାରତୀୟମାନେ କରୋନା ଆକ୍ରାନ୍ତରେ ଯଥେଷ୍ଟ ପ୍ରଭାବିତ ହୋଇଛନ୍ତି। ୫୩ଟି ଦେଶରେ ୩୩୩୬ ଜଣ ଭାରତୀୟ କରୋନା ପଜିଟିଭ୍‌ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଭିତରୁ ୨୫ଜଣଙ୍କ ପ୍ରାଣ ଯାଇଛି। କୁଲତ୍‌ ଓ ସିଙ୍ଗାପୁରରେ ସବୁଠାରୁ … Read More

୩୨୫ ଜିଲ୍ଲା କରୋନା ମୁକ୍ତ, ୧୪ ଦିନ ହେଲା ୨୭ ଜିଲ୍ଲାରେ ନୂଆ ପଜିଟିଭ୍‌ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତର ୭୩୬ ଜିଲ୍ଲାରୁ ୩୨୫ ଜିଲ୍ଲାକୁ କରୋନା ଛୁଇଁନି। ଯେଉଁ ଜିଲ୍ଲାଗୁଡ଼ିକରେ କରୋନା ପଜିଟିଭ୍‌ଙ୍କୁ ଦେଖିବାକୁ ମିଳିଛି ସେଥିରୁ ୨୭ଟି ଜିଲ୍ଲା ଏବେ ସମସ୍ୟାରୁ ମୁକୁଳିବା ପଥରେ ରହିଛନ୍ତି। ଏହି ୨୭ଟି ଜିଲ୍ଲା ୧୭ଟି ରାଜ୍ୟରେ ଅବସ୍ଥିତ। … Read More

#କରୋନା ଭୟ; ତଡ଼ିଦେଲେ ଡାକ୍ତର

ମୁମ୍ବାଇ (ଓଟି): ମହାମାରୀ କରୋନା ଭୟ ସାରା ବିଶ୍ଵକୁ ଘାରିଛି। ଏଭଳି ସ୍ଥିତିରେ ସ୍ପେନରେ ରହୁଥିବା ଅଭିନେତ୍ରୀ ଶ୍ରୀୟା ସରଣ ତାଙ୍କ ସହ ଘଟିଥିବା ଦୁଃଖଦ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି। ଶ୍ରୀୟା କହିଛନ୍ତି ଯେ କଫ ଓ ଜର ସମସ୍ୟା … Read More

‘’ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ସୁବ୍ରତୋ’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ କୋଭିଡ୍‌୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଲୋକଙ୍କୁ ସୂଚନା ଦେବା ବଦଳରେ ବିଭ୍ରାନ୍ତ କରୁଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ରାଜ୍ର କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ। ସେ କହିଛନ୍ତି ସୁବ୍ରତୋ … Read More

#OdishaFightsWithCorona: ମନ୍ତ୍ରୀସ୍ତରୀୟ ବୈଠକରେ ତାଲିମ ପ୍ରତି ଗୁରୁତ୍ଵାରୋପ

ଭୁବନେଶ୍ଵର(ଓଟି): ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ହୋଇଯାଇଛି। ଏଥିରେ ବ୍ୟାପକ ପଦକ୍ଷେପ ନିଆଯିବା ସହ ଟ୍ରେନିଂ ଓ ଚିକିତ୍ସା ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ଵାରୋପ କରାଯାଇଛି। ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ କିଭଳି ଅଧିକ ମ୍ୟାନ ପାୱାର … Read More

ନିୟମ ମାନିଲେ, ମାସ୍କ ପିନ୍ଧି ବିବାହ କଲେ

ନୂଆଦିଲ୍ଲୀ (ଓଟି): କରୋନା ମହାମାରୀ ଆତଙ୍କରୁ ଦେଶ ରହିଛି ଲକ୍‌ଡାଉନ୍‌ରେ। ସବୁ କାର୍ଯ୍ୟକ୍ରମ ବନ୍ଦ। ତେବେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଏପ୍ରିଲ୍‌ ୧୪ ପରେ ଉଠିଯିବ ବୋଲି ଅନେକ ଭାବି ନେଇଥିଲେ। ତେଣୁ ସେହି ଅନୁସାରେ କିଛି ଜରୁରୀ କାର୍ଯ୍ୟକ୍ରମ ପାଇଁ ସ୍ଥିର … Read More

#କୋଭିଡ୍-୧୯: ପ୍ରତି ୧୫ଦିନରେ ହେବ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସ୍ୱାବ୍ ଟେଷ୍ଟ

ଭୁବନେଶ୍ୱର (ଓଟି): ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସ୍ଵାବ୍‌ ଟେଷ୍ଟ ହେବ। ପ୍ରତି ୧୫ ଦିନରେ ଥରେ ଏଭଳି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ସେ ମଧ୍ୟରେ ପଜିଟିଭ୍‌ ଆସିଲେ ଆଇସୋଲେସନ୍‌ରେ ରହିବା … Read More

#ଲକ୍‌ଡାଉନ୍‌ରେ ପଡ଼ିଲା ହାତଗଣ୍ଠି

ନୂଆଦିଲ୍ଲୀ (ଓଟି): ମାତିଛି ମହାମାରୀ ଭୂତାଣୁ। ସେଥିପାଇଁ ଦେଶ ରହିଛି ଲକ୍‌ଡାଉନ୍‌ରେ। ସବୁଦୃଷ୍ଟିରୁ ସତର୍କ ରହିବା ସହ ସାମାଜିକ ଦୂରତ୍ଵକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି। ତେବେ ଏହାରି ମଧ୍ୟରେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏପରିକି ସେଥିପାଇଁ ରାତିରେ କୋର୍ଟ … Read More

#WorldFightWithCorona: ବର୍ଷ ଶେଷ ସୁଦ୍ଧା ମିଳିପାରେ ଟିକା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭୂତାଣୁ ସହ ସାରା ବିଶ୍ଵ ଲଢ଼େଇ କରୁଛି। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଏହି ଲଢ଼େଇ ସବୁଠାରୁ ଅଧିକ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ବିଶ୍ଵର ଅନେକ ଦେଶ କରୋନାକୁ ନାଶ କରିବା ପାଇଁ ଭ୍ୟାକ୍‌ସିନ୍‌ ବା ଟିକା … Read More