#କୋଭିଡ୍-୧୯: ଭାରତୀୟ ସେନାଙ୍କୁ ଟାର୍ଗେଟ୍ କରୁଛି ପାକ୍
ଭୁବନେଶ୍ୱର(ଓଟି): ମହାମାରୀ କରୋନା ଭୂତାଣୁ ପାଇଁ ବିଶ୍ଵର ସବୁ ଦେଶ ବଡ଼ ସଂଘର୍ଷ କରୁଥିବାବେଳେ ପାକିସ୍ତାନ ଏହାକୁ ନେଇ ବଡ଼ ଚକ୍ରାନ୍ତ କରୁଥିବା ଖବର ପ୍ରକାଶ ପାଇଛି। ଭାରତୀୟ ସେନାରେ କରୋନା ଭାଇରସ୍ ସଂକ୍ରମଣ ବିସ୍ତାର କରିବାକୁ ପାକ୍ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି। … Read More











