ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି

ଭୁବନେଶ୍ବର, (ଓଡିଶା ଟାଇମ୍): ବୁଧବାର ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୬ଟି କାର୍ଯ୍ୟ ଦିବସ ରହିଛି। ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ମଙ୍ଗଳବାର ସବୁ ଦଳର ବିଧାୟକ … Read More

ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର, (ଓଡିଶା ଟାଇମ୍): ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ପାଖେଇ ଆସୁଛି । ବୁଧବାର ସୁଦ୍ଧା ଏହା ୱେଲ୍‌ ମାର୍କଡ୍‌ ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଯିବ । ୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବା ସହ ଏହାର ପ୍ରଭାବ ଓଡ଼ିଶାରେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଘାତଚନ୍ଦ୍ର ଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂର ଯାତ୍ରାରେ ଅସଫଳା, କର୍ମ ବିଶୃଙ୍ଖଳା, ବିବାଦରେ ପରାଜିତ ହେବେ । ପୁରାତନ ରୋଗ ପୁନଃ ଭୋଗ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ … Read More

ଦିନକୁ ୫ଘଣ୍ଟା ଚାଲିବ ଗୃହକାର୍ଯ୍ୟ

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) :  ସର୍ବଦଳୀୟ ବୈଠକ ପରେ ବିଧାନସଭା କାର୍ଯ୍ୟସୂଚୀ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା। ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଳିବ ବିଧାନସଭାର ଶୀତକାଳୀନ ଅଧିବେଶନ।୨୬ ଦିନ ଧରି ଚାଲିବ ଗୃହକାର୍ଯ୍ୟ।  ପୂର୍ବାହ୍ନ … Read More

୧୨ ସାଂସଦ ନିଲମ୍ୱିତ

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) : ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ସାଂସଦ ନିଲମ୍ୱିତ।  ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ କୃଷି ଆଇନ ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୁଡ଼ିକର ସାଂସଦମାନେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ … Read More

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) : ଦେଶରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି ସତ ହେଲେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ କୋରୋନା ଭାରିଏଣ୍ଟ ପୁଣି ଥରେ ଚିନ୍ତା ବଢ଼ାଇଛି। ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର … Read More

ସଂସଦରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ

ଓଡ଼ିଶା ଟାଇମ୍ ( ଭୁବନେଶ୍ୱର)  : ସଂସଦରେ ପାରିତ ହେଲା ୩ କୃଷି ଆଇନ ଉଚ୍ଛେଦ ବିଲ୍। କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୧୦ ଦିନ ପରେ ସଂସଦରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହୋଇଛି। ସଂସଦରେ … Read More

ରାଷ୍ଟ୍ରପତିଙ୍କୁ ମାଗିଥିଲେ ଇଚ୍ଛା ମୃତ୍ୟୁ, ଚିକିତ୍ସା କରାଇବାକୁ ଅଣ୍ଟାଭିଡ଼ିଲା ପ୍ରଶାସନ

(କଳାହାଣ୍ଡି, ଓଡ଼ିଶା ଟାଇମ୍): ଦୀର୍ଘ ବର୍ଷ ଧରି ରୋଗ ଭଲ ନହେବାରୁ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ ଯୁବକ । ଘଟଣା ବିଷୟରେ ଜାଣିବା ପରେ ତାଙ୍କ ଚିକିତ୍ସାପାଇଁ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ଭବାନୀପାଟଣା ବ୍ଲକ … Read More

ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଚାହିଁ ବସିଥିଲେ, ଉଠାଇ ନେଲା ପୋଲିସ

(ଯାଜପୁର, ଓଡ଼ିଶା ଟାଇମ୍): ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଜଗି ବସିଥିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଖବର ପାଇ ପୋଲିସ ଉଠାଇନେଲା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ କଳାପତାକା ଦେଖାଇବା ସହ ଅଣ୍ଡା ମାଡ଼ କରିବାକୁ ପ୍ରସ୍ତୁତ ଥିବା ବିଜେପି ଯୁବ … Read More

ବାଲେଶ୍ବରର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି

(ବାଲେଶ୍ବର, ଓଡ଼ିଶା ଟାଇମ୍): ଫକୀରମୋହନ ୟୁନିଭରସିଟି ଅଧିନରେ ଥିବା ବିଭିନ୍ନ କଲେଜରେ ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ । ଛାତ୍ରଛାତ୍ରୀ ମାନେ ଦିତୀୟ ବର୍ଷ ପରୀକ୍ଷାକୁ ବାତିଲ କରି ୟୁଜିସି ଆଧାରରେ ମୂଲ୍ୟାୟନ କରି ତୃତୀୟ ବର୍ଷକୁ ଉତ୍ତୀର୍ଣ୍ଣ କରିବା ଦାବି ନେଇ … Read More