ଗାନ୍ଧିବାଦୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀ କହିଲେ ଦେଶ ଜଣେ ପ୍ରରକୃତ ଦେଶଭକ୍ତଙ୍କୁ ହରାଇଲା
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ସ୍ୱାଧୀନତା ସଂଗାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ଵସ୍ଥିତି କ୍ୟାପିଟାଲ୍ ହସ୍ପିଟାଲ୍ରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଶ୍ରୀ ପଟ୍ଟନାୟକ ୧୯୨୨ … Read More











