ଜଗତସିଂହପୁରରେ ୨୦ କରୋନା ପଜିଟିଭ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଜଗତସିଂହପୁରରେ ୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେଙ୍କ ଭିତରୁ ୧୯ଜଣ ନୂଆଗାଁର ହୋଇଥିବା ବେଳେ ଜଣେ କୁଜଙ୍ଗର। ସମସ୍ତେ ପ୍ରବାସୀ ଓଡ଼ିଆ, ଓଡ଼ିଶା ଫେରିବା ପରେ ତାଙ୍କୁ କ୍ଵାରେଣ୍ଟୀନ୍ରେ ରଖାଯାଇଥିବା ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର … Read More











