ଶ୍ରମିକ ଟ୍ରେନ୍ ପାଇଁ ରାଜ୍ୟର ଅନୁମତି ଲୋଡ଼ିବନି କେନ୍ଦ୍ର, ସଙ୍ଗରୋଧ ଅର୍ଥରୁ ଟିକଟ ଖର୍ଚ ଦେବେ ଶ୍ରମିକ
ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଏଣିକି କେନ୍ଦ୍ର ସରକାର କେଉଁ ରାଜ୍ୟକୁ ଶ୍ରମିକ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବେ ସେଥିଲାଗି ଅନୁମତି ମାଗିବେ ନାହିଁ। ନୂଆ ଲକ୍ଡାଉନ୍ ନିୟମାବଳୀ ଅନୁସାରେ ଏହା ସ୍ପଷ୍ଟ ହୋଇଛି। ଗୃହ ମନ୍ତ୍ରଣାଳୟ ଏ ବିଷୟ ସ୍ପଷ୍ଟ କରିବା … Read More











