ଟଚ୍ ଫ୍ରି ହେବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର,(ଓଡିଶା ଟାଇମ୍):ଟଚ୍ ଫ୍ରି ହେବ ଭୁବନେଶ୍ୱର ଏୟାରପୋର୍ଟ । ଆସନ୍ତା ୨୫ ତାରିଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଏୟାରପୋର୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦ୍ଦେଶକ ଭି.ଭି ରାଓ … Read More

ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ଗଡିଲା, ୫୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,(ଓଡିଶା ଟାଇମ୍):  ରାଜ୍ୟରେ ଆଉ ୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ … Read More

ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ଲକ୍‌ଡାଉନ୍‌ ନିୟମ କୋହଳ କଲେ ସରକାର   

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  କରୋନା ସତର୍କତା ନେଇ  ମେ ୩୧ଯାଏଁ ଲକ୍‌ଡାଉନ୍‌ କରିଛନ୍ତି । ସେହିପରି ପିଲାଙ୍କର କିଛି ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି କେନ୍ଦ୍ର ସରକାର ପରୀକ୍ଷାକୁ ଲକଡାଉନରୁ ବାଦ … Read More

ବାତ୍ୟା ଅମ୍ପନ କ୍ଷୟ କ୍ଷତି ପାଇଁ ଜିଲାପାଳଙ୍କୁ ରିପୋର୍ଟ ମାଗିଲେ ସରକାର                   

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ମହାବାତ୍ୟା ଅମ୍ପନ ଓଡ଼ିଶା ଉପକୂଳ ପାର କରିଛି। ଆଜି ତାହା ଲ୍ୟାଣ୍ଡଫଲ୍‌ କରି ଦୁର୍ବଳ ହେବ। ଏହାର ପ୍ରଭାବରେ ବାଲେଶ୍ଵର,ଠାରୁ ଗଞ୍ଜାମ ଯାଏ  ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇଛି। ବିଶେଷକରି ବାଲେଶ୍ଵର, ଭଦ୍ରକ, ମୟୁାଭଞ୍ଜ, କନ୍ଦେ୍ରାପଡ଼ା, ଯାଜପୁର … Read More

ଆସୁଛନ୍ତି ପ୍ରବାସୀ: ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଦୁବାଇ ବିମାନ 

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପ୍ରବାସୀ ଓଡିଆଙ୍କୁ ନେଇ ଦୁବାଇରୁ ବାହାରିଛି ଆଉ ଏକ ବିମାନ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ଆସୁଛି। ଆଜି ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଏହି ସ୍ଵତନ୍ତ୍ର ବିମାନ ପହଞ୍ଚିବ। ବର୍ତ୍ତମାନ କରୋନା … Read More

ମେ ୨୫ ରୁ ଉଡ଼ିବ ଘରୋଇ ବିମାନ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  ଦୀର୍ମେଘ ଦୁଇମାସର ବ୍ୟବଧାନ ପରେ ୨୫ ତାରିଖରୁ ଉଡ଼ିବ ଘରୋଇ ବିମାନ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହପୁରୀ ଏବାବଦରେ ଆଜି ସୂଚନା ଦେଇଛନ୍ତି। ଯଦିଓ ଲକ୍‌ଡାଉନ୍‌-୪ ନିୟମାବଳୀ ଅନୁସାରେ ସମସ୍ତ ବେସାମରିକ ଘରୋଇ ଓ … Read More

ଚୀନ୍‌କୁ ଶିକ୍ଷା ଦେବାର ସୁଯୋଗ ଭାରତ ହାତଛଡ଼ା କରିନାହିଁ

  ତାଇୱାନ ପ୍ରସଙ୍ଗରେ ମଧ୍ୟ ଏହି ଧାରା ଜାରି ରହିଛି ଚୀନ୍‌ର ଅବସ୍ଥା ଏପରି – ଆଗକୁ କୂଅ ଏବଂ ପଛକୁ ଖାଇ ।  କରୋନା ଭୁତାଣୁ  ବାବଦରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାରେ ବିଳମ୍ବ କରିଥିବା ଅଭିଯୋଗ ରହିଛି। ପଶ୍ଚିମୀ … Read More

କଳାହାଣ୍ଡିରେ ୧୧ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସମୁଦାୟ ୧୦୬୩   

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ଆଉ ୧୧କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୦୬୩ ରେ ପହଁଞ୍ଚିଛି  l  ଏହି ୧୧ଜଣ ନୂଆ ଆକ୍ରାନ୍ତ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା … Read More

ଅଶାନ୍ତ ହେବାରେ ଲାଗିଛି ସମୁଦ୍ର,  ଲୋକଙ୍କୁ ସତର୍କ କଲା ପ୍ରଶାସନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ସାମୁଦ୍ରିକ ଝଡ ଅମ୍ଫନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି । ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା … Read More