ସୁସ୍ଥ ଶରୀର ପାଇଁ ଆବଶ୍ୟକ ଏହି ୫ଟି ଖଣିଜ : ଜାଣନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ
(ଓଡିଶା ଟାଇମ୍) :ମିନେରାଲ୍ସ ଅର୍ଥାତ୍ ଖଣିଜ ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ। ମିନେରାଲ୍ସ ହାଡ଼କୁ ମଜବୁତ କରିବାରେ,ମେଟାବଲିଜମ୍ ବଢ଼ାଇବାରେ ଏବଂ କିଛି ଏଞ୍ଜାଇମ୍ ସ୍ରାବରେ ସହାୟକ ହୋଇଥାଏ। ଏକ ସନ୍ତୁଳିତ ଆହାରରେ ଏହି ସମସ୍ତ ମିନେରାଲ୍ସକୁ ସାମିଲ କରିବା ଉଚିତ୍,ଯାହାର ଆମକୁ … Read More











