ମୋ’ବସ୍ ଚାଲିବ, କେଉଁଠୁ କେତେ ସମୟରେ ଜାଣନ୍ତୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭୁବନେଶ୍ଵର ଭିତରେ ଯାତାୟାତ ସୁବିଧା ଦେବା ଲାଗି ମଙ୍ଗଳବାରଠୁ ମୋ’ ବସ୍ ସେବା ଆରମ୍ଭ କରାଯିବ ବୋଲି କ୍ରୁଟ୍ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର କହିଛନ୍ତି। କିନ୍ତୁ ଏହି ବସ୍ ସେବା କେବଳ ୭ଟି ରୁଟ୍ରେ ଊପଲବ୍ଧ ହେବ। … Read More











