ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ ୯୦ ଆକ୍ରାନ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟ ପାଇଁ ଖୁସିଖବର । ରାଜ୍ୟରେ ପୁଣି ୯୦ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । ସୁସ୍ଥ … Read More

ଓଡ଼ିଶା କ୍ୟାବିନେଟ୍‌ରେ କେଉଁ ପ୍ରସ୍ତାବକୁ ମିଳିଲା ମୋହର, ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମବର୍ଷ ପୂର୍ତ୍ତି ତଥା ଦ୍ଵିତୀୟ ବର୍ଷ ଶାସନ ଆରମ୍ଭ ହେବାକୁ ଯାଉଥିବାରୁ ସରକାରଙ୍କ  କ୍ୟାବିନେଟ୍‌ ଓ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୨୨ଟି ବିଭିନ୍ନ ଦିଗ ଉପରେ ନିଷ୍ପତ୍ତି ନିଆଯାଇଛି।  … Read More

ଷଡ଼ଯନ୍ତ୍ର ଉଦ୍ୟମ ରଚିଥିବା ଆତଙ୍କୀକୁ ଚିହ୍ନଟ କଲା ପୋଲିସ

ଶ୍ରୀନଗର, (ଓଡ଼ିଶା ଟାଇମ୍‌): ଗତକାଲି ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ବିସ୍ଫୋରକ (ଆଇଇଡ଼ି) ଥିବା ସାଣ୍ଟ୍ରୋ କାରର ମାଲିକ ସମ୍ପର୍କରେ ସୂଚନା ହସ୍ତଗତ ହୋଇଛି । ପୁଲଓ୍ୱାମା-ପାର୍ଟ ୨କୁ ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଜଣେ ସ୍ଥାନୀୟ … Read More

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜୀତ ଯୋଗୀଙ୍କ ପରଲୋକ

ରାୟପୁର,(ଓଡିଶା ଟାଇମ୍) : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ହୃଦଘାତ ଜନିତ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଗତ ୧୫ … Read More

ଫେରନ୍ତାଙ୍କ ଲାଗି ଖାଦ୍ୟ ସୁରକ୍ଷା ଖୋଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟକୁ ଫେରିଥିବା ପ୍ରବାସୀ ତଥା ଦାଦନ ଶ୍ରମିକଙ୍କ ଲାଗି ଖାଦ୍ୟ ସୁରକ୍ଷା ଯୋଜନା ଖୋଲା ରହିଛି। ସେମାନେ ଚାହିଁଲେ ଖାଦ୍ୟ ସୁରକ୍ଷରା ଯୋଜନାରେ ହିତାଧିକାରୀଭାବେ ସାମିଲ୍‌ ହୋଇପାରିବେ ବୋଲି ରାଜ୍ୟ ମୁଖ୍ୟ ସଚିବ କହିଛନ୍ତି। ରାଜ୍ୟ ସରକାରଙ୍କ … Read More

ରାଜ୍ୟରେ କୋଭିଡ୍‌ ପରବର୍ତ୍ତୀ ଅର୍ଥନୀତିକ ସୁଧାର ଯୋଜନା: ୧୭ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାର ତାଙ୍କର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କୋଭିଡ୍‌ ବିପର୍ଯ୍ୟୟ ମୁକାବିଲା ତଥା ଲୋକଙ୍କୁ ଜୀବୀକା ପ୍ରଦାନ କରିବା ଉାଦ୍ଦଶ୍ୟରେ ଏକ ୧୭ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡର ଅନୁମୋଦନ … Read More

କୋଭିଡ-୧୯ ହସ୍ପିଟାଲରେ ଦୁଇ ନର୍ସଙ୍କୁ କୋରୋନା

ବାଲେଶ୍ୱର, (ଓଡିଶା ଟାଇମ୍) : ରାଜ୍ୟରେ ଦୁଇ ଜଣ ନର୍ସଙ୍କୁ କୋରୋନା । ବାଲେଶ୍ୱର କୋଭିଡ୍ ହସ୍ପିଟାଲର ଦୁଇ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ଦୁଇ … Read More

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁର୍ବଭଳି ଭିଡିଓ କନଫେରେନସିଂ ଜରିଆରେ ବସିବାକୁ ଥିବା ଏହି ବୈଠକରେ, ସ୍ଥାୟୀ ଅଧ୍ୟକ୍ଷ ଥିବା ଗଜପତି ମହାରାଜା ଅଧ୍ୟକ୍ଷତା କରିବେ । ପୂର୍ବାହ୍ନ ୧୧ଟାରେ … Read More

କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରସବ କଲେ ମହିଳା

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୱାରେଣ୍ଟାଇନ ସେଣ୍ଟରରେ ଶିଶୁ କନ୍ୟା ଜନ୍ମ ଦେଲେ ମହିଳା । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତର ବଡଗାଁ ବଜ୍ରମହାକାଳୀ ପ୍ରାଥମିକ ବିଦ୍ୟାଳୟରେ । ସଙ୍ଗରୋଧ ଗୃହରେ ଥିବା … Read More

୬୩ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଆଜି ୬୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସମସ୍ତ ୬୩ ସଂକ୍ରମିତଙ୍କ ତଥ୍ୟ ଆସିଛି । … Read More