କଟକରେ ଆଜିଠୁ ମଦ ହୋମ୍‌ ଡେଲିଭରି କଲା ଜୋମାଟୋ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି ଆରମ୍ଭ କରିଛି ଜୋମାଟୋ। ଏହା ପୂର୍ବରୁ ମଦ ଦୋକାନ କର୍ମଚାରୀ ହୋମ୍‌ ଡେଲିଭରି ଦେଉଥିବାବେଳେ ଏବେ ଜୋମାଟୋ ମଧ୍ୟ ହୋମ୍‌ ଡେଲିଭରି ଆରମ୍ଭ କରିଛି। ସୂଚନାଅନୁସାରେ, ପୂର୍ବରୁ ଅନ୍ୟ … Read More

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ପୂର୍ବାହ୍ନରେ ନିମନ୍ତ୍ରଣ,ସନ୍ଧ୍ୟାକୁ ନାଁ !

ଭୁବନେଶ୍ବର,(ଓଡିଶା ଟାଇମ): କୋରୋନା ସଂକ୍ରମଣ ଦେଶରେ ହୁ ହୁ ହୋଇ ବଢି ଚାଲିଛି l ଆଉ ଏଥିରେ କୋରୋନା ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଓ ସାମ୍ବାଦିକ l ସେମାନେ ଦିନ ରାତି ଏକ କରି କୋରୋନା … Read More

ଓୟୋ ହୋଟେଲରେ ଚଢାଉ , ଚାଲିଥିଲା ଜୁଆ ଆଡ୍ଡା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀରେ ଓୟୋ ହୋଟେଲରେ ପୁଲିସର ଚଢାଉ । ହୋଟେଲରୁ ୯ ଜଣ ହାଇପ୍ରୋଫାଇଲ ଜୁଆଡିକୁ ଗିରଫ କରିଛି କମିଶନରେଟ ପୋଲିସ । ଭୁବନେଶ୍ବର ଭିଆଇପି ଛକ ନିକଟ ଓୟୋ ହୋଟେଲରେଜୁଆ ଖେଳ ଚାଲିଥିଲା । ଏହାର … Read More

ରଥଯାତ୍ରାରେ କରୋନା ସଂକ୍ରମଣ ଭୟ: ପୁରୀକୁ ଟ୍ରେନ୍‌ ବନ୍ଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯାତ୍ରା ସମୟରେ ପୁରୀକୁ ଅଧିକ ଟ୍ରେନ୍‌ ଚଳାଚଳ କରୁଥିବା ଭାରତୀୟ ରେଳ ଏଥର ପୁରୀକୁ କୌଣସି ଟ୍ରେନ୍‌ ନପଠାଇବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ରେଳବାଇ ଏହି ନିଷ୍ପତ୍ତି ନେଇଥିବା ପୂର୍ବତଟ ରେଳବାଇ … Read More

ସିକାଗୋରୁ ବିମାନରେ ଭୁବନେଶ୍ୱର ପହଞ୍ଚିଲେ ୧୩୭ ଯାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଏୟାର ଇଣ୍ଡିଆର ବିମାନ ଆଜି ସକାଳୁ ଆମେରିକାର ଚିକାଗୋ ଠାରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି । ଏହି ବିମାନ ଚିକାଗୋରୁ ଭାୟା ଦିଲ୍ଲୀ ଦେଇ ଭୁବନେଶ୍ୱର ପହଞ୍ଚିଥିଲା । ଏଥିରେ … Read More

୯୬ ଆକ୍ରାନ୍ତଙ୍କ ତଥ୍ଯ ଦେଲେ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୯୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ୯୬ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି … Read More

ପୋଲ ତଳକୁ ଖସିଲା ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ମଙ୍ଗଳପୁର-ନୂଆଗାଁ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏହି ବସ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ … Read More

ଜଗନ୍ନାଥଙ୍କ ନାଁରେ ପୁଣି ଷଡ଼ଯନ୍ତ୍ର: ସୂୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ‘ମିଲି ଭଗତ୍‌’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶ୍ରୀ ଜଗନ୍ନାଥଙ୍କ ନାଁରେ ପୁଣି କାରସାଦି ଆରମ୍ଭ ହୋଇଛି। ଏଥର ସ୍ନାନ ପୂଣ୍ଣମୀ ସିଧା ପ୍ରସାରଣକୁ ଆଳ କରି ସରକାରୀ କଳ ସେହି ନିର୍ଦିଷ୍ଟ ଭିଡିଓ ପ୍ରଡକ୍ସନ୍‌ ସଂସ୍ଥାକୁ କୋଟି କୋଟି ଟଙ୍କା ଟେକିଦେବାକୁ ବସିଛନ୍ତି। ଯେଉଁ … Read More

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ହେବନି:ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ ପରିଚୟ ବାହାରେ ପ୍ରଘଟ ହେବନି। ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଯଦି କୌଣସି ବ୍ୟକ୍ତି ସରକାରୀ ହେଉ କି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, କିମ୍ବା କୌଣସି … Read More

ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ଶହ ଟପିଲା ସଂଖ୍ୟା

ଭୁବନେଶ୍ବର (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲ୍ଲାରୁ ନୂତନ ଭାବେ ଚିହ୍ନଟ ଏହି ୯୬ ଜଣଙ୍କ ମଧ୍ୟରୁ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ … Read More