କଟକଣା କୋହଳ ସହ ଜୁନ୍ ଶେଷଯାଏଁ ଲକ୍ଡାଉନ୍ ବଢ଼ାଇଲା ତାମିଲନାଡୁ
ଚେନ୍ନାଇ,(ଓଡିଶା ଟାଇମ୍) : ତାମିଲନାଡୁ ସରକାର କରୋନାଭାଇରସ୍ ଲକ୍ଡାଉନ୍ ଜୁନ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି । କିନ୍ତୁ, ଏହି ସମୟ ମଧ୍ୟରେ ଅନେକ କଟକଣା ମଧ୍ୟ କୋହଳ କରାଯାଇଛି । ରାଜ୍ୟରେ ଆଶିଂକଭାବେ ସାଧାରଣ ପରିବହନ ଓ ରେସ୍ତୋରାଁ ଚାଲୁ … Read More











