ଭାରତ-ଚୀନ୍ ଉତ୍ତେଜନା: ଲଦାଖ ଲୋକମାନେ ଭୟଭୀତ – ୧୯୬୨ ଭଳି ସାମରିକ ପଦକ୍ଷେପ
ଲଦାଖରେ ଭାରତ-ଚୀନ୍ର ତିକ୍ତତାକୁ ଦୂର କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି । କିନ୍ତୁ ବଢ଼ୁଥିବା ଉତ୍ତେଜନା ଯୋଗୁଁ ସୀମା ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ଆତଙ୍କିତ ଅବସ୍ଥାରେ ପକାଇ ଦେଇଛି । ଚୁସୁଲର ସୀମାନ୍ତବର୍ତ୍ତୀ ଗାଁର ଲୋକମାନେ କହିଛନ୍ତି … Read More











