ଭୁବନେଶ୍ୱରରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ଭୁବନେଶ୍ୱରରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ପକ୍ଷରୁ ଟୁଇଟ୍ କରି କୁହାଯାଇଛି | ଏମାନଙ୍କ ଭିତରୁ ଚନ୍ଦ୍ରଶେଖରପୁରରୁ ଜଣେ ୨୮ ବର୍ଷିୟ ପୁରୁଷ ଅଛନ୍ତି। … Read More

ନୂତନ ଆଶା, କରୋନା ଚିକିତ୍ସା ପାଇଁ ପ୍ରତିରକ୍ଷା ଔଷଧର ପରୀକ୍ଷା ଭାରତରେ ଆରମ୍ଭ

ଭାରତରେ କରୋନା ଔଷଧ ଉପରେ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି, ଯାହା କୋଭିଡ଼୍ -୧୯ ପ୍ରତି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏସିମ୍ପୋଟିକ୍ ତଥା ସନ୍ଦିଗ୍ଧ କରୋନା ରୋଗୀଙ୍କ ଉପରେ ଏହି ପରୀକ୍ଷା କରାଯିବ। ଅନୁସନ୍ଧାନକାରୀମାନେ କରୋନା ଭୂତାଣୁ ଚିକିତ୍ସା … Read More

ଦିଲ୍ଲୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ୫ ଲକ୍ଷ କରୋନା ମାମଲା : ସିସୋଦିଆ

ଦିଲ୍ଲୀରେ କରୋନା ଭାଇରସର ଭବିଷ୍ୟତ ଚିତ୍ର ଭୟଙ୍କର ହେବାକୁ ଯାଉଛି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନୁଯାୟୀ, ଜୁଲାଇManish Sishodia ୩୧ ସୁଦ୍ଧା ଦିଲ୍ଲୀରେ ସାଢେ ପାଞ୍ଚ ଲକ୍ଷ ମାମଲା ହୋଇପାରେ । ବର୍ତ୍ତମାନ ଦିଲ୍ଲୀରେ ୧୨.୬ ଦିନରେ … Read More

ରାଜ୍ୟରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଆଜି ବର୍ଦ୍ଧିତ ଦର ଘୋଷଣା କରାଯାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା … Read More

ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକ ସ୍ଥିତ କନିକା ଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ … Read More

ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ଲକ୍ ଡାଉନ୍ ପାଇଁ ସାରା ରାଜ୍ୟରେ ସବୁ ବନ୍ଦ ରହିଛି । ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର୍‌ ଜୁଲାଇ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି … Read More

କୋଭିଡ଼୍‌ ପରେ ମୋଦୀ-ଶାହା ତାଙ୍କ ପ୍ରିୟ ହିନ୍ଦୁତ୍ୱ ପ୍ରସଙ୍ଗକୁ ଫେରିବେ

ଯେତେବେଳେ ଅର୍ଥନୀତିଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ କଲ୍ୟାଣକାରୀ ଯୋଜନା ସବୁ ବିଫଳ ହୁଏ, ସେତେବେଳେ ହିନ୍ଦୁତ୍ୱର ସମ୍ମୁଖୀନ ହେବା ଅପେକ୍ଷା ବିଜେପି ପାଇଁ ଏକ ବଡ଼ ପ୍ରସଙ୍ଗ କ’ଣ ହେବ ?  ରୁହି ତିୱାରୀ  କରୋନୋ ସଙ୍କଟ ଆଗକୁ ବଢ଼ିବା … Read More

ମହାରାଷ୍ଟ୍ର-ଦିଲ୍ଲୀ-ଗୁଜରାଟରେ କରୋନା ସ୍ଥିତି ଭୟଙ୍କର, ମୃତ୍ୟୁସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଯୋଗୁଁ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି । ସୋମବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାରରୁ ଅଧିକ ଏବଂ ୭୨୦୦ … Read More

ଭାରତର ଏହି ଦୁଇ ସିଂହ ଚୀନ୍ ପାଇଁ ଯଥେଷ୍ଟ

ସୋନମ୍‌ ୱାଙ୍ଗଚୁକ୍ ଏବଂ ଜାମିଙ୍ଗ୍‌ ଶେରିଙ୍ଗ ନାମଗାଲ – ଲଦାଖ୍‌ର ଏହି ଦୁଇ ଜାତୀୟତାବାଦୀଙ୍କ ସାମ୍ନାରେ ଚୀନ୍ ଛଟପଟ ହେଉଛି ଜାମିଆଙ୍ଗ ସେରିଙ୍ଗ ଙ୍କୁନାମଗାଲ ମନେ ରଖିଛନ୍ତି କି ନାହିଁ ? ହଁ, ସେହି ସାଂସଦ ଯିଏ ଧାରା ୩୭୦ ରଦ୍ଦ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୬ ଆକ୍ରାନ୍ତ, ୩ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ … Read More