ମତ ବଦଳାଇଲେ ରାଜ୍ୟ ସରକାର: ରଥଯାତ୍ରା କରାଇବାକୁ ନିବେଦନ କରିବେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରଥଯାତ୍ରା ପ୍ରସଙ୍ଗରେ ଓଡ଼ିଶା ସରକାର ୟୁ -ଟର୍ନ ନେଇଛନ୍ତି। ଆସନ୍ତା କାଲି ସୁପ୍ରିମ୍କୋର୍ଟରେ ରଥଯାତ୍ରା ପ୍ରସଙ୍ଗର ପୁନଃ ବିଚାର ବେଳେ ସରକାର ପୁରୀରେ ରଥଯାତ୍ରା କରାଇବାକୁ ଆଦେଶ ପାଇଁ ନିବେଦନ କରିବେ ବୋଲି କହିଛନ୍ତି। ଗଜପତି ମହାରାଜାଙ୍କ … Read More











