ଓଡ଼ିଶାର ଏହି ଜିଲ୍ଲାରେ ବଢ଼ିଲା କ୍ୱାରେଣ୍ଟିନ୍ ଅବଧି
ଗଜପତି, (ଓଡିଶା ଟାଇମ୍) : ଗଜପତି ଜିଲାରେ କ୍ବାରେଣ୍ଟାଇନ ଅବଧି ୨୧ ଦିନକୁ ବୃଦ୍ଧି କରିଛି ଜିଲା ପ୍ରଶାସନ। ସୋମବାରଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି। ପୂର୍ବରୁ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ବ୍ୟବସ୍ଥା ଥିଲା। କିନ୍ତୁ ୧୪ ଦିନ … Read More











