ରୁଷର ଭ୍ଲାଡିଭୋଷ୍ଟୋକ ସହର ଉପରେ ଚୀନ୍ର ଦାବି – ୧୮୬୦ ପୂର୍ବରୁ ଆମର ଥିଲା
ଭାରତ ସହିତ ଲଦାଖରେ ସୀମା ବିବାଦ ବଢ଼ାଉଥିବା ଚୀନ୍ ବର୍ତ୍ତମାନ ରୁଷର ଭ୍ଲାଡିଭୋଷ୍ଟୋକ ସହର ଦାବି କରିଛି । ଚୀନ୍ର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ୍ ସିଜିଟିଏନ (CGTN) ର ସମ୍ପାଦକ ଶେନ୍ ସିୱାଇ ଦାବି କରିଛନ୍ତି ଯେ ରୁଷର ଭ୍ଲାଡିଭୋଷ୍ଟୋକ ସହର … Read More











