ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୨୬,୫୦୬ ଆକ୍ରାନ୍ତ, ୪୭୫ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୭ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧, … Read More

ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ

କାନପୁର, (ଓଡିଶା ଟାଇମ୍‌): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ପୋଲିସ ତାକୁ ଗାଡିରେ କାନପୁର ଆଣୁଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ସେ ଫେରାର ହେବାକୁ ଚେଷ୍ଟା … Read More

ଆତ୍ମସନ୍ତୋଷର ପରିଭାଷା

ଆଖିରେ ଅସୁମାରୀ ସ୍ୱପ୍ନ, ଆକାଶକୁ ଛୁଇଁବାର ତୀବ୍ର ଈଚ୍ଛା । ଏତେ କମ୍ ବୟସରେ ବି ସେମାନେ କୁହନ୍ତି : ଜୀବନ ଛନ୍ଦାୟିତ । ସରଳ ରେଖାର ଜୀବନ କ’ଣ ଗୋଟେ ଜୀବନ? କିଛି ନ ଥାଇ ବି ସବୁ କିଛି … Read More

ରାଜନୀତି ପାଇଁ ଟଙ୍କା ଅଛି, ହେଲେ ନିଯୁକ୍ତି ଦେବାକୁ ନାହିଁ!

ଆଗ ଭଳି ଆଉ ଚା’ ବେପାର ଚାଲୁନି କି ପକୁଡ଼ି ଛାଣିଲେ ଖାଇବାକୁ ଲୋକ ନାହାନ୍ତି । ଦେଶବାସୀ କେବେଠୁ ଭୁଲି ଯାଇଛନ୍ତି ବର୍ଷକୁ 2 କୋଟି ନିଯୁକ୍ତିର କଥା । ଆଉ ଏବେ ରାଜ୍ୟର ଶିକ୍ଷିତ ଯୁବ ଗୋଷ୍ଠୀଙ୍କୁ ଭୁଲି … Read More

ଚୌଦ୍ବାର ଜେଲ୍‌କୁ ବ୍ୟାପିଲା କରୋନା

କଟକ, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ବଢିବାରେ ଲାଗିଛି। ଗତ କିଛି ଦିନ ହେଲା ଲଗାତାର ପାଞ୍ଚ ସହରୁ ଉର୍ଦ୍ଧ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି । ଏହାରି ମଧ୍ୟରେ କଟକ ଚୌଦ୍ବାର ଜେଲ୍‌କୁ କରୋନା … Read More

ଜଗଦିପଙ୍କୁ ପରିଚୟ ଆଣିଦେଇଥିଲା ବଲିଉଡର ଏହିସବୁ ଫିଲ୍ମ

ଭୁବନେଶ୍ୱର: ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ମାତାଙ୍କ ଖୁବ୍ ପସନ୍ଦ ପାଲଟିଥିଲେ ସୟଦ ଇସ୍ତିଆକ୍ ଅହମଦ ଜାଫ୍ରି । ଯିଏକି ଜଗଦିପ ନାମରେ ପରିଚିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଜନିତ ରୋଗରୁ ତାଙ୍କର … Read More

ଆସନ୍ତାକାଲିଠାରୁ ରାଜ୍ୟରେ କମିବ ମଦ ଦର

ଭୁବନେଶ୍ବର, (ଓଡିଶା ଟାଇମ୍) : ମଦ ଏମ୍‌ଆର୍‌ପିରେ ସ୍ବତନ୍ତ୍ର କୋଭିଡ୍‌ ଫି’ ହ୍ରାସ କଲେ ସରକାର। ଏଣିକି ମଦ ଏମ୍‌ଆର୍‌ପି ଉପରେ ୫୦% ନୁହେଁ, ୧୫% କୋଭିଡ୍‌ ଶୁଳ୍କ ଦେବାକୁ ପଡ଼ିବ। ଏଫ୍‌ଏମ୍‌ଏଫ୍‌ଏଲ୍‌, ଆଇଏମ୍‌ଏଫ୍‌ଏଲ୍‌, ବିଅର, ୱାଇନ୍‌, ଆର୍‌ଟିଡି ବ୍ରାଣ୍ଡ୍‌ ଉପରେ … Read More

ସେନାରେ ଫେସବୁକ୍ ସମେତ ୮୯ଟି ଆପ୍ ବ୍ୟବହାର ନିଷିଦ୍ଧ

ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଷେଧାଦେଶରେ ଅନେକ ଚାଇନିଜ୍ ଆପ୍ ଅନ୍ତର୍ଭୁକ୍ତ ଯାହାକି ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି । ଭାରତୀୟ ସେନାରେ ଫେସବୁକ୍ ସମେତ ୮୯ଟି ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି … Read More

କରୋନା ସହିତ ଯୁଦ୍ଧ ଜିତିବାର ସଂକେତ ଦେଉଛି ଏହି ପରିସଂଖ୍ୟାନ

ଜନସଂଖ୍ୟା ଦୃଷ୍ଟିରୁ ଚୀନ୍ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟାର ଦେଶ । ଦେଶର ଜନସଂଖ୍ୟା ୧୩୦କୋଟି । ଏଭଳି ପରିସ୍ଥିତିରେ ଯଦି ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ତୁଳନା କରାଯାଏ, ତେବେ କୋଭିଡ଼୍‌ -୧୯ ମହାମାରୀର ମୁକାବିଲା କରିବାରେ … Read More

ରାଜ୍ୟ ପାଇଁ ଭଲ ଖବର, ଆଜି ରାଜ୍ୟରେ ସର୍ବାଧିକ ୪୦୧ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ସର୍ବାଧିକ ୪୦୧  କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଓଡିଶାରେ ସୁସ୍ଥ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ … Read More