ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲା , ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର, (ଓଡିଶା ଟାଇମ୍) :ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ବାରମ୍ବାର ବିଫଳ ହେବାରୁ ମହାନଦୀ ଜଳ ବିବାଦ ନେଇ ଇସ୍ୟୁ ଫ୍ରେମ କରିଛନ୍ତି ଟ୍ରିବ୍ୟୁନାଲ । ସବୁ ପକ୍ଷର ଦାବି ଶୁଣିବା ପରେ ୪୦ରୁ … Read More

କଟକ ସହରରୁ ଆଉ ୧୦ କରୋନା ପଜିଟିଭ୍‌ ଚିହ୍ନଟ

କଟକ, (ଓଡିଶା ଟାଇମ୍) : କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମଧ୍ୟରୁ ୪ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୫ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ଗୋଟିଏ ଲୋକାଲ କେସ୍ ରହିଛି। ତେବେ … Read More

ଚୀନ୍‌କୁ ଚାରି ଦିଗରୁ ଆକ୍ରମଣ – ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଭାରତ ସହିତ ମିଳିତ ଯୁଦ୍ଧ ଅଭ୍ୟାସରେ ପ୍ରଥମ ଥର ପାଇଁ ଯୋଗଦେବେ

ପ୍ରଶାନ୍ତ ତଥା ଭାରତ ମହାସାଗରରେ ଚୀନ୍‌କୁ ରୋକିବା ପାଇଁ ଚାରିଟି ପ୍ରମୁଖ ଶକ୍ତି ପ୍ରଥମ ଥର ପାଇଁ ମାଲାବରରେ ଏକାଠି ହେବାକୁ ପ୍ରସ୍ତୁତ ଅଛନ୍ତି । ଚଳିତ ବର୍ଷର ମାଲାବାର ନୌବାହିନୀ ପାଇଁ ଅଷ୍ଟ୍ରେଲିଆ ଖୁବ୍ ଶୀଘ୍ର ଭାରତଦ୍ୱାର ନିମନ୍ତ୍ରିତ ହୋଇପାରେ … Read More

ଚୀନ୍‌ର ‘ପଥର ଫିଙ୍ଗାଳୀ’ ଯବାନଙ୍କ ସହ ମୁକାବିଲା କରିବାକୁ ଆଇଟିବିପି ଯବାନଙ୍କୁ ସ୍ୱତନ୍ତ୍ର ପୋଷାକ

୧୫ ଜୁନ୍‌ରେ, ଲଦାଖର ଗାଲଭାନ୍ ସଂଘର୍ଷରେ ଚୀନ୍ ସେନା ଭାରତୀୟ ସୈନିକମାନଙ୍କୁ ପଥର ଓ ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲା । ଭବିଷ୍ୟତରେ ଏହିପରି ଆକ୍ରମଣକୁ ଏଡ଼ାଇବା ପାଇଁ ବର୍ତ୍ତମାନ ଆଇଟିବିପି କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶରୀରର ସୁରକ୍ଷାକାରୀ ଉପକରଣ ଦିଆଯିବ । … Read More

ଭୁବନେଶ୍ବରରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଭୁବନେଶ୍ୱରରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଆହୁରି ମଧ୍ୟ ୬ଜଣ ଆରୋଗ୍ୟ ଲାଭ କରିଥିବା … Read More

ଭୁବନେଶ୍ବରରେ ସେରୋଲଜିକାଲ୍ ସର୍ଭେ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜଧାନରେରେ ମାଡିଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସେରୋଲଜିକାଲ ପରୀକ୍ଷା … Read More

ଗଞ୍ଜାମ ଓ ଯାଜପୁର ଜିଲ୍ଲାର ଲୋକଙ୍କୁ ଅନୁଗୁଳ ମନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ଏହି କାରଣରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଆଦି ଜିଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ ଶନିବାର କଟକଣା ଜାରି କରାଯାଇଛି। … Read More

ସପେଟା ଖାଇବାର ଫାଇଦା ବିଷୟରେ ଜାଣିଲେ,ସପେଟା ଖାଇବାକୁ ବାଧ୍ୟ ହୋଇଯିବେ ଆପଣ

(ଓଡିଶା ଟାଇମ୍) :ଶୀତଦିନେ ଅଧିକ ପରିମାଣରେ ସପେଟା ମିଳିଥାଏ । ଏହି ଫଳ ମୁଖ୍ୟାତଃ ଜଙ୍ଗଲିଆ ଅଞ୍ଚଳରେ ଅଧିକ ପରିମାଣରେ ଦେଖାଯାଇଥାଏ । ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ୍, ମିନେରାଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର … Read More

ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶାରେ କରୋନା ଆକ୍ରାନ୍ତରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମରୁ ୨ଜଣ, ପୁରୀରୁ ଜଣେ, କଟକରୁ ଜଣେ ଓ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭୦ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୨୬ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More