ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା, କିଛି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲେ ପାଣିପାଗ ବିଭାଗ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟର କେତେକ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ସମୟରେ କୋରାପୁଟ, କଳାହାଣ୍ଡି, … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ୩୨,୬୯୫ ଆକ୍ରାନ୍ତ ଓ ୬୦୬ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୯ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪,୯୧୫ରେ … Read More

ଦଲିତଙ୍କ ପାଇଁ ସଂରକ୍ଷିତ ଜମିକୁ ଗାନ୍ଧୀ ପରିବାରର ଏଜେଏଲ କମ୍ପାନୀଦ୍ୱାରା ଜବର ଦଖଲ

କଂଗ୍ରେସର ଦୁଇଟି ଜିନିଷ ପ୍ରତି ଗଭୀରଭାବେ ଆସକ୍ତି ରହିଛି – ଦୁର୍ନୀତି ଏବଂ ଜମି ଅଧିଗ୍ରହଣ । ନ୍ୟାସନାଲ ହେରାଲ୍ଡ ନାମରେ କଂଗ୍ରେସ ହାଇକମାଣ୍ଡ କେତେ ଦୁର୍ନୀତି କରିଛନ୍ତି ତାହା ଆମେ ଅଜ୍ଞ । କିନ୍ତୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ବର୍ତ୍ତମାନ … Read More

ଡାକ୍ତରଙ୍କୁ ଭଗବାନ କହିଲେ ବିଗ ବି’; ଲେଖିଲେ ଏମିତି ପୋଷ୍ଟ

ମୁମ୍ବାଇ, (ଓଡିଶା ଟାଇମ୍‌): ବିଗ ବି’ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ଆଇସୋଲେସନ୍ ୟୁନିଟରେ ଭର୍ତ୍ତି ହୋଇଛନ୍ତି । ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର … Read More

ଆଲର୍ଜିରୁ ଉପଶମ ଦିଏ ସୋରିଷ ତେଲ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସୋରିଷ ତେଲକୁ ରୋଷେଇରେ ବ୍ୟବହାର କରି ଖାଦ୍ୟକୁ ସ୍ୱାଦିଷ୍ଟ କରାଯାଇଥାଏ । ଏହାଛଡା ଥଣ୍ଡା, ସର୍ଦ୍ଦିରୁ ମଧ୍ୟ ଉପଶମ ଦେଇଥାଏ । ଖାଲି ଏତିକି ନୁହେଁ ଏହି ତେଲ କେଶ ବଢାଇବା, ଇମ୍ୟୁନିଟି ବୃଦ୍ଧି ଆଦି ଅନେକ … Read More

ଔଷଧ କମ୍ପାନୀରେ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ

ଦାରିଙ୍ଗିବାଡ଼ି, (ଓଡିଶା ଟାଇମ୍) :ବେଙ୍ଗାଲୁରୁସ୍ଥିତ ବୋମାସାନ୍ଦ୍ରା ଅନ୍ତର୍ଗତ ଆଡ୍‌କକ୍ ଇନ୍‌ଗ୍ରାମ ଔଷଧ କମ୍ପାନୀର କାର୍ଯ୍ୟ କରୁଥିବା ଶ୍ରମିକ ରହୁଥିବା ଭଡ଼ା ଘରେ ଗ୍ୟାସରେ ନିଁଆ ଲାଗି ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ଅନ୍ତର୍ଗତ ଗାହାକିଆ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। … Read More

ରିଲିଜ ହେଲା ‘ତାରେ ଗିନ’ ଗୀତ; ଦର୍ଶକଙ୍କୁ ପସନ୍ଦ ଆସୁଛି ସୁଶାନ୍ତ-ସଞ୍ଜନାଙ୍କ କେମେଷ୍ଟ୍ରି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ଆଉ ଏକ ଗୀତ ‘ତାରେ ଗିନ’ ରିଲିଜ ହୋଇଯାଇଛି। ଯେଉଁଥିରେ ସୁଶାନ୍ତଙ୍କ ସହ ସଞ୍ଜନା ସାଘିଂଙ୍କ ଭରପୂର ଲଭ୍ ରୋମାନ୍ସ ଦେଖିବାକୁ ମିଳୁଛି … Read More

କଂଗ୍ରେସ ବରବାଦ ନୁହେଁ, ମୂଳପୋଛ ହେବାକୁ ଚାହାଁନ୍ତି ସଚିନ !

ରାଜନୀତିରେ କଂଗ୍ରେସର ଖରାପ ଦିନର ଯୁଗ ଶେଷ ହେବାର ନାମ ନେଉନାହିଁ । ମଧ୍ୟପ୍ରଦେଶରେ ସରକାର ହରାଇବା ପରେ ଏହାର ରାଜନୈତିକ ନିଆଁ ରାଜସ୍ଥାନରେ ପହଞ୍ଚିସାରିଛି । କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ୍‌ ଏଠାରେ ବିଦ୍ରୋହର ମୁଖ୍ୟ ଭୂମିକାରେ ଅଛନ୍ତି … Read More

ମହଙ୍ଗା ହେବ ସାନିଟାଇଜର; ଲାଗିବ ୧୮% ଜିଏସଟି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଆଲକୋହଲ୍ ବେସଡ୍ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ ବୋଲି ସୂଚନା ଦେଇଛନ୍ତି ଅଥୋରିଟି ଫର୍ ଆଡଭାନ୍ସ ରୁଲିଂ (ଏଏଆର) । ଯେହେତୁ ଏଥିରେ ଆଲକୋହଲ ମିଶିଛି ସେଥିପାଇଁ ଏହା ଉପରେ ଜିଏସଟି ଲାଗୁ … Read More

ଜିଓ ପ୍ଲାଟଫର୍ମରେ ନିବେଶ କରିବ ଗୁଗୁଲ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ରିଲାଏନ୍ସ ପକ୍ଷରୁ ନିଜର ୪୩ ତମ ଆନୁଆଲ୍ ଜେନେରାଲ୍ ମିଟିଂରେ ଘୋଷଣା କରାଯାଇଛି ଯେ ଜିଓ ପ୍ଲାଟଫର୍ମରେ ୩୩,୭୩୭ କୋଟି ଟଙ୍କା ନିବେଶ କରିବ ଗୁଗୁଲ୍ । ଜିଓ ପ୍ଲାଟଫର୍ମର ମୋଟ୍ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ … Read More