ରାଜ୍ୟ ପାଇଁ ଭଲ ଖବର , ସୁସ୍ଥ ହେଲେ ଆଉ ୬୦୭ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟର ସବୁଠୁ ଅଧିକ କରୋନା ପ୍ରବଣ ଜିଲ୍ଲା ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଆଶ୍ଵସ୍ତିକର ବିଷୟ ଦୈନିକ ବଢୁଥିବା ସଂକ୍ରମଣ ସହିତ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ … Read More

ରାକ୍ଷୀ- ଚୀନ୍‌କୁ ୪୦୦୦ କୋଟିର କ୍ଷତି

ଭାରତ ଏବଂ ଚୀନ୍ ସୀମାରେ ଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଚେଷ୍ଟା କରୁଥିବାବେଳେ ଚୀନ୍ ବିରୋଧରେ ଭାରତରେ ଏକ ବଡ଼ ଲହର ରହିଛି । ଏହି ଲହରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସିଏଟ୍‌ ଯଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ … Read More

ଭୁବନେଶ୍ୱରରେ ଥମୁନି କରୋନା: ଆଜି ପୁଣି ୮୭ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଲକଡାଉନର ପ୍ରଥମ ଦିନରେ ଭୁବନେଶ୍ୱରରୁ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଚିହ୍ନଟ ୮୭ଜଣଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୧ଜଣ ଚିହ୍ନଟ … Read More

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ; ଆଦିତ୍ୟଙ୍କ ଶାଶୁ ଓ ଶାଳକଙ୍କୁ ଜେରା

ଭୁବନେଶ୍ବର, (ଓଡିଶା ଟାଇମ୍) : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ପଚରାଉଚରା କଲା ଜିଆରପି । କଟକ କାଜିବଜାର ସ୍ଥିତ ଘରକୁ ଯାଇ ବିଦ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଜେରା କରିଛି ଜିଆରପି … Read More

ଏବେ ଆମାରିକାର ପାଳି- ଚୀନ୍‌ କମ୍ୟୁନିଷ୍ଟ ନେତାଙ୍କୁ ଆମେରିକାର ପ୍ରବେଶ ମନା !

ଆମେରିକା ଚୀନ୍‌କୁ ଏବେ ଚାରିପଟୁ ଘେରିବାରେ ଲାଗିଛି । ଚୀନ୍ ଗଣମାଧ୍ୟମର ପକ୍ଷ କାଟିବା ପରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ସଦସ୍ୟ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆମେରିକାରେ ପ୍ରବେଶ କରିବାକୁ ବାରଣ କରାଯିବ ବୋଲି ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ … Read More

ରାହୁଲ ଗାନ୍ଧୀଙ୍କୁ ଜୟଶଙ୍କରଙ୍କ ପରାମର୍ଶ-ପ୍ରଥମେ ନିଜକୁ ପଚାର ଏବଂ ପରେ ବୈଦେଶିକ ନୀତି ଉପରେ ପ୍ରଶ୍ନ କର

ଦେଶର ରାଜନୀତିରେ ଅଯୋଗ୍ୟ ଲୋକଙ୍କ ଅଭାବ ନାହିଁ । ଅବଶ୍ୟ, ଯେତେବେଳେ ରାଜନୀତିରେ କୂଟନୈତିକ କ୍ଷେତ୍ରରେ ଜଣେ ଭଲ, ଶିକ୍ଷିତ, ଅଭିଜ୍ଞ ଏବଂ କୂଟନୀତିରେ ପାରଙ୍ଗମ ଖେଳାଳି ଜଡ଼ିତ ହୁଅନ୍ତି, ସେତେବେଳେ ରାଜନୀତି ଏବଂ ଗଣତନ୍ତ୍ରର ମାନ ଏହାର ନୂତନ ସ୍ତରରେ … Read More

କରୋନା ଟୀକା ପ୍ରସ୍ତୁତି ପରେ ବିଶ୍ୱ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯିବ

କରୋନା ଭୂତାଣୁ ଦୂର କରିବା ପାଇଁ ଟୀକା ଆବିଷ୍କାର ଜାରି ରହିଛି । ଅନେକ ଟୀକା ପ୍ରାର୍ଥୀଙ୍କ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଇସିଏମଆର-ଭାରତ ବାୟୋଟେକର ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି … Read More

୩ ସପ୍ତାହ ପାଇଁ ବନ୍ଦ ରହିବ ପାରାଦୀପ ଆଇଓସିଏଲ୍ ପ୍ଲାଣ୍ଟ୍‌

ପାରାଦୀପ, (ଓଡିଶା ଟାଇମ୍) : ପାରାଦୀପସ୍ଥିତ ଆଇଓସିଏଲ୍‌ ର ମେଣ୍ଟେନାନ୍ସ କାମ ପାଇଁ ଆସନ୍ତା ଜୁଲାଇ ୨୫ ତାରିଖରୁ ସଟ୍‌ଡାଉନ୍‌ ହେବାକୁ ଯାଉଛି । ଆଗାମୀ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ଲାଣ୍ଟ ପରିସରରେ ବିଭିନ୍ନ ମରାମତି କାର୍ଯ୍ୟ ଚାଲୁ ରହିବା ନେଇ … Read More

କଟକ ସହରରୁ ବାହାରିଲେ ଆଉ ୧୧ କରୋନା ପଜିଟିଭ୍

କଟକ, (ଓଡିଶା ଟାଇମ୍) : କଟକ ସହରରୁ ଆଉ ୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯ ଜଣ ଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬ଜଣ … Read More

କରୋନା ଭୂତାଣୁ ଟୀକା ତିଆରି ହୋଇନାହିଁ ‘ଦଖଲ’ ପାଇଁ ତୀବ୍ର ପ୍ରତିଯୋଗିତା

କରୋନା ଭୂତାଣୁ ଟୀକାଦ୍ୱାରା ନଷ୍ଟ ହେବା ପାଇଁ ବିଶ୍ୱ ଅପେକ୍ଷା କରିଛି । ଟୀକା ତିଆରି କରିବା ପାଇଁ ସାରା ବିଶ୍ୱରେ ଅନେକ କମ୍ପାନୀ ଦିନରାତି ଏକ କରିଦେଇଛନ୍ତି । ଏହି ପ୍ରୟାସରେ ସଫଳତା ମଧ୍ୟ ଦେଖାଯାଉଛି ଏବଂ ତିନୋଟି କମ୍ପାନୀର … Read More