ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳ ବର୍ଷା !

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୫ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା କହିଛି … Read More

ଦେଶରେ ୧୨ ଲକ୍ଷ ଟପିଲା କରୋନା ସଂକ୍ରମଣ; ଦିନକରେ ସର୍ବାଧିକ ୪୫,୭୨୦ ଆକ୍ରାନ୍ତ ଓ ୧୧୨୯ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୨ ଲକ୍ଷ ୩୮ ହଜାର ୬୩୫ରେ ପହଞ୍ଚିଛି । ଦେଶରେ କରୋନା … Read More

ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୧୧ ଅଟକ

ସୋର, (ଓଡିଶା ଟାଇମ୍) : ଭଦ୍ରକରୁ କୋଲକାତା ଯାଉଥିବା ୮ଟି ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି। ଶ୍ରୀଜଙ୍ଗ ଗାଁ ପାଖରୁ ୮ଟି ପିକ୍ଅପ୍ ରୁ ୭୭ ଗୋରୁଙ୍କୁ ଖନ୍ତାପଡ଼ା ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ଏନେଇ ପୁଲିସ ୧୧ … Read More

ରାଜସ୍ଥାନ ସଙ୍କଟ; ମୋଦିଙ୍କୁ ପତ୍ର ଲେଖିଲେ ଗେହଲଟ୍

ଭୁବନେଶ୍ଵର, (ବରେନ୍ଦ୍ରକୃଷ୍ଣ ସାହୁ): ରାଜସ୍ଥାନ ରାଜନୈତିକ ସଙ୍କଟ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପତ୍ର ଲେଖିଛନ୍ତି। ବିଜେପି ଏବଂ ବିଶେଷକରି କେନ୍ଦ୍ର ସରକାର ହିଁ ଷଡ଼ଯନ୍ତ୍ର କରି ରାଜସ୍ଥାନର ଗାଣତାନ୍ତ୍ରିକ ସରକାରକୁ ଭାଙ୍ଗି ଦେବାକୁ ଉଦ୍ୟମ କରୁଥିବା ସେ ଏହି … Read More

ଗ୍ୟାସ ଟାଙ୍କି ବିସ୍ପୋରଣ ହୋଇ ଜଳିଗଲା ୧୯ ପରିବାର ୨୩ ବଖରା ଘର

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌):କେନ୍ଦ୍ରାପଡ଼ା ଜିଲ୍ଲାର ମହାକଳପଡ଼ା ବ୍ଲକ ଅନ୍ତର୍ଗତ ରାଜଗଡ଼ ପଂଚାୟତର ନିଆଁମତପୁର ଗାଁରେ ଗ୍ୟାସ ଟାଙ୍କି ବିସ୍ପୋରଣ ହୋଇ ଜଳି ପୋଡ଼ି ପାଉଁସ ହୋଇଯାଇଛି ୧୯ଟି ପରିବାର ୨୩ ବଖରା ଘର । ସମସ୍ତେ ସର୍ବସ୍ୱାନ୍ତ ହୋଇ ରାସ୍ତାରେ ବସି ରହିଛନ୍ତି … Read More

କେନ୍ଦ୍ରାପଡ଼ାରେ କିନ୍ନର ବିବାହ: ଯୁବକ ବରଣମାଳା ଦେଲେ ଯୁବକଙ୍କୁ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା):କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ କିନ୍ନର ବିବାହ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ସଦର ଥାନା ନିକଟରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ପ୍ରଭୁ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଏହି ଯୁବକ ଦୁଇ ଜଣ ପରସ୍ପରର ହାତ ଧରି … Read More

ସୁପ୍ରିମ୍‌କୋର୍ଟକୁ ବାରମ୍ବାର ଅପମାନ – ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲା ଚାଲିବ

ଆଫଜଲ ଗୁରୁ, ୟାକୁବ ମେନନଙ୍କ ପରି ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ଦେଖାଉଥିବା ତଥା ସିଏଏ ବିରୋଧ ନାମରେ ଦଙ୍ଗାକାରୀଙ୍କୁ ସମର୍ଥନ କରୁଥିବା ଆଡ଼ଭୋକେଟ ପ୍ରଶାନ୍ତ ଭୂଷଣ ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି । ଏଥର ଭୁଲ କାରଣ ପାଇଁ ଖବର … Read More

ଖାଦାନ ଖୋଦେଇ ବେଳେ ମିଳିଲା ୧୦.୬୯ କ୍ୟାରେଟର ମୂଲ୍ୟବାନ ହୀରା

ପନ୍ନା, (ଓଡିଶା ଟାଇମ୍‌): ହୀରା ଖାଦାନ ଭାବେ ପ୍ରସିଦ୍ଧ ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାରେ ଖାଦାନ ଖୋଦେଇ ବେଳେ ଜଣେ ବ୍ୟକ୍ତି ୧୦.୬୯ କ୍ୟାରେଟର ଏକ ମୂଲ୍ୟବାନ ହୀରା ଖଣ୍ଡ ପାଇଛନ୍ତି । ଯାହା ୫୦ ଲକ୍ଷରୁ ୧ କୋଟି ମଧ୍ୟରେ … Read More

ଚୀନ୍‌ ସହିତ ମୁକାବିଲା ପାଇଁ ଭାରତ ପରେ, ବର୍ତ୍ତମାନ ‘କ୍ୱାଡ୍’ ସଦସ୍ୟ ଜାପାନ-ଅଷ୍ଟ୍ରେଲିଆ ସହିତ ଆମେରିକାର ଯୁଦ୍ଧ ଯୁଦ୍ଧଭ୍ୟାସ କରିବ

ଲଦାଖଠାରୁ ଦକ୍ଷିଣ ଚୀନ୍ ସାଗର ପର୍ଯ୍ୟନ୍ତ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ଚୀନ୍ ସହିତ ତୀବ୍ର ତିକ୍ତତା ମଧ୍ୟରେ ଡ୍ରାଗନ୍‌କୁ ନିଜ ଘରେ ଘେରି ରହିବାକୁ ଚେଷ୍ଟା କରୁଛନ୍ତି । ଏହି ତିନୋଟି ଦେଶ ଫିଲିପାଇନ୍ସ ସାଗରରେ ୧୨ ଟି … Read More

ଜାଣନ୍ତୁ, ଘର କୋଣରୁ କିପରି ସଫା କରିବେ ବୁଢିଆଣୀ ଜାଲ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ପ୍ରାୟ ସମସ୍ତଙ୍କ ଘରର କୋଣରେ ବୁଢିଆଣୀ ଜାଲ ଦେଖା ଦେଇଥାଏ । ଖାସ୍ କରି ଖିଡକି, ଛାତ କୋଣ, ଫର୍ଣ୍ଣିଚର ଉପରେ ମଧ୍ୟ ବୁଢିଆଣୀ ଜାଲ୍ ଦେଖିବାକୁ ମିଳିଥାଏ । ହେଲେ ଏହା ଚିନ୍ତାର କାରଣ ମଧ୍ୟ … Read More