ଆସାମରେ ବିଗୁଡୁଛି ବନ୍ୟା ସ୍ଥିତି; ସହାୟତାର ହାତ ବଢାଇଲେ ପ୍ରିୟଙ୍କା
ଗୌହାଟୀ, (ଓଡିଶା ଟାଇମ୍): ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପୂର୍ବ ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । ଯାହାଫଳରେ ଆସାମରେ ବନ୍ୟା ଯୋଗୁଁ ୨୩ ଜିଲ୍ଲାର ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବା ସହ ଅନେକଙ୍କ ମୃତ୍ୟୁ ଘଟିଛି । … Read More











