ନୂତନ ଶିକ୍ଷା ନୀତିକୁ ଅନୁମୋଦନ, ଶିକ୍ଷା ଆଇନଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟରେ ଗବେଷଣା ପର୍ଯ୍ୟନ୍ତ ପ୍ରଭାବ ପକାଇବ

ନୂତନ ଶିକ୍ଷା ନୀତି ଶିକ୍ଷକ, ଛାତ୍ର, ଜନ ପ୍ରତିନିଧୀ, ଏକାଡେମିକ୍, ରାଜ୍ୟ ସରକାର ଇତ୍ୟାଦି ସହିତ ୩ବର୍ଷରୁ ଅଧିକ ସମୟ ଧରି ପରାମର୍ଶ କରାଯାଇଥିଲା । ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ ୩୩ ବର୍ଷ ବ୍ୟବଧାନ ପରେ … Read More

ହୋମ୍ କ୍ବାରେଣ୍ଟାଇନ୍‌ରେ ବିଧାୟକ ଅମର ଶତପଥୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ … Read More

ସମ୍ବଲପୁରର ୧୪ଟି ସ୍ଥାନରେ ୧୪୪ ଧାରା ଜାରି

ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁରର ୧୪ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଏହି ୧୪୪ ଧାରା ଆଜିଠାରୁ ଅଗଷ୍ଟ ୨ ତାରିଖ ଯାଏଁ ବଳବତ୍ତର ରହିବ । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୧୪୪ ଧାରା ଜାରି କରାଯାଇଥିବା … Read More

ରାଫେଲ ଡିଲର ସମ୍ପୂର୍ଣ୍ଣ କାହାଣୀ: ୟୁପିଏରୁ ଏନଡିଏ ପର୍ଯ୍ୟନ୍ତ ବିବାଦ ଏବଂ ସମାଧାନ ହୋଇନଥିବା ପ୍ରଶ୍ନର କାହାଣୀ

ଶେଷରେ, ଫ୍ରାନ୍ସରୁ କିଣାଯାଇଥିବା ୫ଟି ରାଫେଲ ଆଜି ଭାରତ ଜମିରେ ଅବତରଣ କରୁଛି । ଫ୍ରାନ୍ସ ସହିତ ରାଫେଲ ବିମାନ କାରବାରର ଏହା ହେଉଛି ପ୍ରଥମ କ୍ଷେପ ଭାରତକୁ ଆସୁଛି । ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧ ବିମାନ ଏବଂ ଡାସାଉ … Read More

ରାଜ୍ୟରେ ଆଜି ୫ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୦୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଏନେଇ … Read More

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ପାସ ହାର ୭୮.୭୬%

ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପାସ ହାର ୭୮.୭୬% ରହିଛି। ଭିଡିଓ ରିଲିଜ ଜରିଆରେ ବିଦ୍ୟାଳୟ ଓ  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। … Read More

ମିଠା ବିଜୟକୁ ବର୍ଷେ ପୁରିଲା, କୁଆଡ଼େ ଗଲେ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗଳା ଉପରେ ଓଡ଼ିଶାର ମିଠା ବିଜୟକୁ ଆଜି ବର୍ଷେ ପୂରିଲା। ଗତବର୍ଷ ଜୁଲାଇ ୨୯ ତାରିଖ ଦିନ ‘ଓଡ଼ିଶା ରସଗୋଲା’କୁ ଭାରତ ସରକାରଙ୍କ ଭୌଗୋଳିକ ସୂଚକାଙ୍କ ରେଜିଷ୍ଟ୍ରି ଜିଆଇ ଟ୍ୟାଗ୍‌ ଦେଇଥିଲେ। ଅର୍ଥାତ୍‌ ଓଡ଼ିଶାରେ ତିଆରି ରସଗୋଲାର … Read More

ଅଯଥା ଚର୍ଚ୍ଚା: ବବି ହେବେ ଉପମୁଖ୍ୟମନ୍ତ୍ରୀ

ଦିନକୁ ହଜାରେ ରୁ ବାରଶ’ ସଂଖ୍ୟାରେ କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ବଢ଼ୁଛି। ନିୟନ୍ତ୍ରଣ କରିବା ପାଇଁ ସରକାର ଲାଗୁ କରିଥିବା ଅତିରିକ୍ତ ୩-ଟି ବ୍ୟବସ୍ଥା କେମିତି କାର୍ଯ୍ୟକରୁଛି ତାହା ଏଥିରୁ ସ୍ପଷ୍ଟ। ଚାରିଆଡ଼େ ଲକ୍‌ଡାଉନ୍‌, ଶଟ୍‌ ଡାଉନ୍‌ ବଳବତ୍ତର ରହିଛି। … Read More

ବଢୁଛି କରୋନା ସଂକ୍ରମଣ; ଦେଶରେ ୧୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୫.୩୧ ଲକ୍ଷ କୁ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪,୧୯୩ … Read More

ରାଜ୍ୟର ୨୮ଜିଲ୍ଲାରୁ ଆଜି ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୧୭୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More