ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୭ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୯୭୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ରାଜଧାନୀରୁ ଆଉ ୧୦୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଆଜି ଆଉ ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କ୍ୱାରେଣ୍ଟାଇନରେ ୫୯ ଜଣ ଥିବା ବେଳେ ୪୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ନୂଆ ପଜିଟିଭ୍ ଚିହ୍ନଟ ପରେ … Read More

କଟକରୁ ଆଜି ପୁଣି ୫୧ ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) : ରାଜ୍ୟରେ  ହୁ ହୁ ହୋଇ ବଢି ଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି କଟକ ସହରରୁ ପୁଣି ୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ … Read More

୪୮ ଘଣ୍ଟା ସଟଡାଉନ କୋରାପୁଟ

କୋରାପୁଟ, (ଓଡିଶା ଟାଇମ୍) :କରୋନା ସଂକ୍ରମଣ ରୋକିବା ପାଇଁ କୋରାପୁଟ ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ତାରିଖ ମଧ୍ୟରାତ୍ର ଯାଏଁ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି । ଆଜି ଜିଲ୍ଲାରେ ୬୬ ଜଣ … Read More

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁ ସିଲ୍

ବଲାଙ୍ଗୀର, (ଓଡିଶା ଟାଇମ୍) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁ ବିଭାଗରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ଆଇସିୟୁକୁ ସିଲ୍ କରାଯାଇଛି । ତେବେ ଏନେଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ … Read More

ଶିଳାନ୍ୟାସ ପୁର୍ବରୁ ରାମଜନ୍ମଭୂମି ପୁରୋହିତଙ୍କ ସମେତ ୧୬ ଜଣ ପୋଲିସ୍‌ଙ୍କୁ କରୋନା

ଅଯୋଧ୍ୟାରେ  ଅଗଷ୍ଟ ୫ରେ ଭୂମି ପୂଜନ ପାଇଁ ପ୍ରସ୍ତୁତି ମଧ୍ୟରେ କରୋନା ରୋଗୀଙ୍କୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ରାମଲାଲାଙ୍କରଜଣେ ପୁରୋହିତଙ୍କ ସମେତ ୧୬ଜଣ ପୋଲିସ କର୍ମଚାରୀଙ୍କୁ କରୋନା ସଂକ୍ରମଣ ଥିବା ନିଶ୍ଚିତ କରାଯାଇଛି । ରିପୋର୍ଟ ଆସିବା ପରେ … Read More

ଲଦାଖରେ ଭାରତ ସହିତ ଲମ୍ବା ମୁକାବିଲା ପାଇଁ ଚୀନ୍ ପ୍ରସ୍ତୁତ ହେଉଛି-ସାଟେଲାଇଟ୍ ଫଟୋ ଦ୍ୱାରା ପ୍ରକାଶିତ

ପୂର୍ବ ଲଦାଖରେ ଭାରତୀୟ ଜମି ଅଧିକାର କରିବାକୁ ଚାହୁଁଥିବା ପାଙ୍ଗୋଙ୍ଗ ସୋ ହ୍ରଦର ଫିଙ୍ଗର ୪ ରୁ ୮ ଛାଡ଼ିବାକୁ ଚୀନ୍ ପ୍ରସ୍ତୁତ ନୁହେଁ। ଚୀନ୍ ହୁଏତ ଲଦାଖର କିଛି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଥାଇପାରେ, କିନ୍ତୁ ଦୀର୍ଘ ଦିନ ଧରି … Read More

କରୋନାରେ ମୃତ ୨ସାମ୍ବାଦିକଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାରେ ମୃତ ୨ ଜଣ ସାମ୍ବାଦିକଙ୍କୁ ସହାୟତା ଘୋଷଣା । ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୫ଲକ୍ଷ ଟଙ୍କା । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ମଙ୍ଗରାଜ … Read More

ଅଗଷ୍ଟ ୧୪ରେ ରାଜସ୍ଥାନ ବିଧାନସଭା ଅଧିବେଶନ

ଜୟପୁର, (ଓଡିଶା ଟାଇମ୍‌): ବହୁ ବାଦ ବିବାଦ ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିଧାନସଭା ଅଧିବେଶନ ଡକାଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ ଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ରାଜସ୍ଥାନ ବିଧାନସଭା ଅଧିବେସନ … Read More

ବଲାଙ୍ଗିର ଜିଲ୍ଲାକୁ ୪ ଦିନିଆ ସଟ୍‌ଡାଉନ୍‌ କଲେ ଜିଲ୍ଲାପାଳ

ବଲାଙ୍ଗିର, (ଓଡିଶା ଟାଇମ୍) :  ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ସଙ୍ଗୀନ ରହିଛି କରୋନା ସ୍ଥିତି । ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । ତେବେ କରୋନା … Read More