କ୍ୟାପିଟାଲ ହସ୍ପିଟାଲରୁ ପୁଣି କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) :କ୍ୟାପିଟାଲ ହସ୍ପିଟାଲ ଓପିଡିରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଆକ୍ରାନ୍ତ ଓପିଡିରେ ଚିହ୍ନଟ ହୋଇଛନ୍ତି । କେହି ହସ୍ପିଟାଲ ଷ୍ଟାଫ୍ ନୁହନ୍ତି କି ଇନ୍ଡୋର ରୋଗୀ ନୁହନ୍ତି । ତେବେ ଚିହ୍ନଟ … Read More











