କେମିତି ଥିଲା କ୍ୟାପଟେନ୍ କୁଲଙ୍କ ଅନ୍ତର୍ଜାତୀୟ କ୍ୟାରିୟର, ପଢନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କିକ୍ରେଟରୁ ଅବସର ନେଇ ଯାଇଛନ୍ତି । ନିଜ ହେୟାର ଷ୍ଟାଇଲ୍ ଓ ହେଲିକପ୍ଟର ସର୍ଟ ପାଇଁ ସେ ଖୁବ୍ ପରିଚିତ । ଗତ ଶନିବାର ତଥା ଅଗଷ୍ଟ ୧୫ ତାରିଖ ରାତି … Read More

ଅବସର ନେଲେ ଧୋନୀ, ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ କଲେ ବାଏ ବାଏ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ ତଥା ଟିମ୍ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକ କୁହାଯାଉଥିବା ମହେନ୍ଦ୍ରସିଂହ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀ ୨୦୧୯ ବିଶ୍ପକପରେ ଭାରତ ପକ୍ଷରୁ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । ଏହି … Read More

ସୁସ୍ଥ ହେଲେ ଆଉ ୧୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ଆଉ ୧୫୨୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୭୨୬ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ … Read More

ପୋଖରୀରେ ବୁଡି ଦୁଇ ଛାତ୍ରଙ୍କ ସଲୀଳ ସମାଧି

ଜଗତସିଂହପୁର, (ଓଡିଶା ଟାଇମ୍) : ପୋଖରୀରେ ବୁଡିଗଲେ ଦୁଇ ଛାତ୍ର । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁର ଦୁଇ ଜଣ … Read More

ଏବେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ, ଗାଁକୁ ଯାଇ ପାଠ ପଢାଇବେ ଶିକ୍ଷକ- ସମୀର ଦାସ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ସଙ୍କଟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଚାଲିଛି କଳ୍ପନାଜଳ୍ପନା। ଏହାରି ମଧ୍ୟରେ ସ୍କୁଲ ଖୋଲିବ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି ଯେ, ‘ ଏବେ … Read More

ଭୁବନେଶ୍ୱରରୁ ଆଉ ୨୭୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜଧାନୀ ଭୁବନେଶ୍ୱରରୁ ୨୭୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୧ଜଣ ରହିଥିବା ବେଳେ ୯୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୧୩୩ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । … Read More

ବଲିଉଡ ଗୀତରେ ଦେଶଭକ୍ତିର ଛୁଙ୍କ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସାରା ଦେଶରେ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଅଛି । ୧୯୪୭ ମସିହା ଆଜିର ଦିନରେ ଦେଶକୁ ସ୍ୱାଧୀନତା ମିଳିଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଲଲ୍ କିଲ୍ଲାରେ ତ୍ରିରଙ୍ଗା ଉଡାଇଥିଲେ । ସ୍ୱାଧୀନତା … Read More

ସ୍ୱାଧୀନତା ପାଇଁ ଲଢେଇ କରିଥିବା କିଛି ମହାନାୟକ, ଯାହାଙ୍କୁ ଆଜିବି ଝୁରେ ଦେଶ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଦେଶ ପାଳୁଛି ୭୪ ତମ ସ୍ୱାଧିନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଳାରେ ପତାକା ଉତ୍ତୋଳନ କରି ଦେଶ ଳାଗି ପ୍ରାଣବଳୀ ଦେଇଥିବା ବୀରଙ୍କୁ ମନେ ପକାଇଛନ୍ତି । ଭାରତକୁ ସ୍ୱାଧିନତା … Read More

ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଳାଇଲେ ପାଣ୍ଡିଆନ, କାହିଁକି ପଢନ୍ତୁ…

ଭୁବନେଶ୍ବର, (ଓଡିଶା ଟାଇମ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଥରେ ପାଣ୍ଡିଆନ ସାରଥୀ। ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ କାରର ଡ୍ରାଇଭର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେବଳ ସତ ନୁହେଁ, ଆଜି ଚର୍ଚ୍ଚାର ପ୍ରସଙ୍ଗ … Read More

ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୨୪୯୬  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ୪,କଟକ ରୁ ୨ ଗଞ୍ଜାମ, ନୟାଗଡ଼, କେଉଁଝରରୁ ଜଣେ  ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ … Read More