ଭିଭୋ ଛାଡିବା ପରେ କିଏ ନେଲା ଆଇପିଏଲ୍ ୨୦୨୦ ଟାଇଟଲ୍ ସ୍ପୋନସରସିପ୍‌, ପଢନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଚାଇନିଜ ମୋବାଇଲ୍ ଫୋନ୍ କମ୍ପାନୀ ଭିଭୋ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଟାଇଟଲ୍ ସ୍ପୋନ୍ସରସିପରୁ ହଟିବା ପରେ ସେ ସ୍ଥାନ ହାତେଇଛି ଡ୍ରିମ୍‌-୧୧ । ଏନେଇ ଆଇପିଏଲର ଚେୟାରମ୍ୟାନ୍ ବୃଜେଶ ପଟେଲ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, … Read More

ଭୁବନେଶ୍ୱରରୁ ଆଉ ୨୨୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜଧାନୀ ଭୁବନେଶ୍ୱରରୁ ଆଉ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୧୨୩ଜଣ ଆରୋଗ୍ୟ ଲାଭ … Read More

କଟକ ସହରରୁ ଆଉ ୭୯ କରୋନା ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) : ଆଜି  କଟକ ସହରରୁ ଆଉ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହାମଧ୍ୟରୁ ୫୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨୩ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୧ଜଣ କମ୍ଟେନମେଣ୍ଟ ଜୋନ୍, ୧୨ … Read More

ପରମାଣୁ ସ୍ତୁପ ଉପରେ ପୃଥିବୀ

ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ଆକ୍ରମଣର ୭୫ ବର୍ଷ, ବିଶ୍ୱ ବିନାଶର ଆଶଙ୍କା ଏବେ ବି ଜାରି ରହିଛି ଜାପାନୀମାନେ ୧୫ ଅଗଷ୍ଟ ୧୯୪୫ରେ ଆତ୍ମସମର୍ପଣ କରିବାକୁ ରାଜି ହେବାପରେ ୭୫ ବର୍ଷ ପୂର୍ବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଫଳପ୍ରଦ ଭାବରେ … Read More

ରାଜ୍ୟରେ ୧୦ ଲକ୍ଷ ପାର୍‌ ହେଲା କରୋନା ଟେଷ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗୀଙ୍କୁ ଚିହ୍ନଟ କରି ଆଗୁଆ ପଦକ୍ଷେପ ନେବା ଲାଗି ଦିନକୁ ଦିନ ଓଡିଶାରେ ନମୂନା ପରୀକ୍ଷଣକୁ ଜୋର … Read More

ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ, (ଓଡିଶା ଟାଇମ୍) :ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଣ୍ଟେନମେଣ୍ଟ ଜୋନ ବାଦ୍ ଅନ୍ୟ ସବୁଠାରେ ପୂଜା ପାଇଁ ଅନୁମତି ଦେବା ପାଇଁ ଆବେଦନ ହୋଇଛି । ପୂଜା ସମୟରେ ଆୟୋଜକ ମାନେ ସାମାଜିକ … Read More

ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲା

ସମ୍ବଲପୁର, (ଓଡିଶା ଟାଇମ୍) :ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ଜଳସ୍ତର ୬୧୫.୯୫ ଫୁଟ୍ ରହିଛି । ସେପଟେ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୨୨ ହଜାର ୯୫୦ କ୍ୟୁସେକ୍ … Read More

ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ … Read More

ରାଜ୍ୟରେ ଚିହ୍ନଟ ହେଲେ ୨୨୩୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୫୩୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ରାୟଗଡା , (ଓଡିଶା ଟାଇମ୍) : ରାୟଗଡା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି … Read More