ମନୋବଳ ଆଗରେ ହାର ମାନେ ସବୁ ସମସ୍ୟା; ୧୦୦ କିମି. ସାଇକେଲ୍ ଚଳାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପିତା

ଧାର, (ଓଡିଶା ଟାଇମ୍‌): ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ପ୍ରାୟ ୧୦୫ କିମି. ସାଇକେଲ୍ ଚଳାଇ ଜଣେ ଶ୍ରମିକ ତାଙ୍କ ପୁଅକୁ ନେଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛନ୍ତି । ମଧ୍ୟ ପ୍ରଦେଶରେ ‘ରୁକ୍ ଜାନା ନେହିଁ’ ଅଭିଯାନ ମାଧ୍ୟମରେ ୧୦ମ ଓ … Read More

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ନରେନ୍ଦ୍ର ଦାଭୋଲକର ପରି ନହେଉ: ଶରଦ ପାୱାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ସିବିଆଇ କରିବ ବୋଲି ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଖବର ମିଳିବା ପରେ ସୁଶାନ୍ତଙ୍କ ଭଉଣୀଙ୍କ ସମେତ ବଲିଉଡ କଳାକାର ଓ … Read More

ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିର ସଂଖ୍ୟା ବୃଦ୍ଧି କରାଯାଇଛି । ତେବେ  ରାଜ୍ୟରେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟାକ ଟେଷ୍ଟିଂ ହୋଇଛି । ରାଜ୍ୟରେ ରେକର୍ଡ ସଂଖ୍ୟକ ୫୩ ହଜାରରୁ … Read More

ଦେଶରେ ୫୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା; ଗୋଟିଏ ଦିନରେ ପୁଣି ୬୯ ହଜାରରୁ ଅଧିକ ପଜିଟିଭ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୮ ଲକ୍ଷ ୩୬ ହଜାର ୯୨୬ରୁ ଅଧିକ ଟପିଛି। ଦେଶରେ କରୋନା ଜନିତ … Read More

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତକାଲିର ଲଘୁଚାପ ପ୍ରଭାବରେ ଆଜି ବଙ୍ଗୋପସାଗରରେ ଦ୍ବିତୀୟ ଲଘୁଚାପ ସୃଷ୍ଟି ହୋଇଛି। ପୁଣି ୨୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା କାଲି ୧୦ରୁ ଅଧିକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା … Read More

ତାଲିବାନ ମୁଖପାତ୍ର ଭାରତ ପ୍ରତି ବିଶ୍ୱସ୍ତତା ପ୍ରଦର୍ଶନ କରି ପାକିସ୍ତାନର ଆତଙ୍କବାଦୀ ପୋଲ ଖୋଲିଲେ

ପାକିସ୍ତାନର ପୁରୁଣା ସହଯୋଗୀ ତାଲିବାନ ନିଜେ ପାକିସ୍ତାନ ପାଇଁ ଅସୁବିଧା ସୃଷ୍ଟି କରିଛି । ତାଲିବାନର ପାକିସ୍ତାନୀ ଦଳର ପୂର୍ବତନ ମୁଖପାତ୍ର ଏହସାନୁଲ୍ଲା ଏହସାନ କହିଛନ୍ତି ଯେ ପାକିସ୍ତାନ ସରକାର ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା ଲୋକଙ୍କ ତାଲିକା ଦେଇଛନ୍ତି । … Read More

ସାଉଦି କ୍ରାଉନ୍ ପ୍ରିନ୍ସ ପାକିସ୍ତାନୀ ସେନା ମୁଖ୍ୟ ବାଜୱାଙ୍କଠାରୁ ସଂକ୍ରମିତ କୁକୁର ପରି ଦୂରେଇ ରହିଲେ

ବେହିଆଙ୍କ ଅନ୍ୟ ନାମ ହେଉଛି ପାକିସ୍ତାନ କିମ୍ବା ବେଇଜ୍ଜତିର ପ୍ରଥମ ନାମ ପାକିସ୍ତାନ, କୁକୁଡ଼ା ପ୍ରଥମେ ନା ଅଣ୍ଡା ପ୍ରଥମେ, ଏହାର ପ୍ରଶ୍ନର ସମାଧାନ ବଡ଼ କଷ୍ଟ । ପାକିସ୍ତାନର ସମସ୍ତ ପ୍ରକାରର ପାଗଳାମୀ ବରଦାସ୍ତ କରିବାକୁ ଏବେ କେହି ପ୍ରସ୍ତୁତ … Read More

ଯୁବ ଫଟୋଗ୍ରାଫରଙ୍କ କ୍ୟାମେରା ଲେନ୍ସରେ କଏଦ ମହାକାଶ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସାରା ବିଶ୍ବରେ ଅଗଷ୍ଟ ୧୯ ତାରିଖରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଇଥାଏ । ଏହି ଦିନଟି ସେହି ମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ପ୍ରତିଟି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ତା’କୁ ଖାସ୍ ବନାଇଥାନ୍ତି । … Read More

ହୋମ୍‌ଗାର୍ଡଙ୍କ ଭତ୍ତା ବୃଦ୍ଧି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, (ଓଡିଶା ଟାଇମ୍) :ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମଗାର୍ଡ଼ମାନଙ୍କ ଦୈନିକ ପ୍ରାପ୍ୟ ବୃଦ୍ଧି କରାଯାଇଛି । ଏଣିକି ଦୈନିକ ୫୩୩ଟଙ୍କା ପ୍ରାପ୍ୟ ପାଇବେ ହୋମଗାର୍ଡ଼ । ୨୦୨୦ ଜାନୁୟାରୀ ରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ … Read More

ପ୍ରବଳ ବର୍ଷା ନେଇ ୧୦ଜିଲ୍ଲାକୁ ରେଡ଼ ଆଲର୍ଟ!

ଭୁବନେଶ୍ବର, (ଓଡିଶା ଟାଇମ୍) : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ୍ବେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇ  ୨୪ ଘଣ୍ଟା ମଧ୍ୟରେ  ଉତ୍ତର  ପଶ୍ଚିମ ଆଡକୁ ଗତି କରିବ ।  ରାଜ୍ୟରେ ଆହୁରି ୨୪ ଘଣ୍ଟା ଲଘୁଚାପ ପ୍ରଭାବରେ ବର୍ଷା ଜାରି … Read More