ୟୁକ୍ରେନରେ କୌଣସି ଭାରତୀୟ ଛାତ୍ର ପଣବନ୍ଦୀ ନାହାନ୍ତି : ବିଦେଶ ମନ୍ତ୍ରଣାଳୟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ୟୁକ୍ରେନରେ କୌଣସି ଭାରତୀୟ ଛାତ୍ରଙ୍କୁ ପଣବନ୍ଦୀ କରି ରଖାଯାଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି । ୟୁକ୍ରେନରେ ଭାରତୀୟ ଛାତ୍ର- ଛାତ୍ରୀମାନଙ୍କୁ ପଣବନ୍ଦୀ କରି ରଖାଯାଇଥିବା ସଂକ୍ରାନ୍ତ ଗଣମାଧ୍ୟମରଖବର ଉପରେ ପ୍ରତିକ୍ରିୟା ଦେଇ ବୈଦେଶିକ … Read More











