ରାଜ୍ୟରେ ୫୦୦ ଟପିଲା ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍): ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ରାଜ୍ୟରେ ଚିହ୍ନଟ ହେଲେ ୩୦୨୫ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍):  ୨୪ ଘଣ୍ଟା ମଧ୍ୟରେ ୩୦୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୫୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ … Read More

କିଭଳି ଥିଲା ଭାରତ ରତ୍ନ ପ୍ରଣବ ମୁଖାର୍ଜିଙ୍କ ରାଜନୈତିକ ଜୀବନ ଯାତ୍ରା; ଜାଣନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କର ସୋମବାର ଦିନ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ୮୪ ବର୍ଷୀୟ ଶ୍ରୀ ମୁଖାର୍ଜି ଦିଲ୍ଲୀ କେଣ୍ଟ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । … Read More

ଦେଶରେ ୬୫ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା; ମୋଟ୍ ୩୬ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୬ ଲକ୍ଷ ୯୧ ହଜାର ୧୬୭ରୁ ଅଧିକ ଟପିଛି । ଦେଶରେ କରୋନା … Read More

“ଦୟାକରି ନିଜ ଦେଶକୁ କିଛି ଦିଅ”- ବିଶ୍ୱରୁ ଭିକ୍ଷା ନମିଳିବା ପରେ ପାକିସ୍ତାନ ପ୍ରବାସୀମାନଙ୍କୁ ଭିକ୍ଷା ମାଗୁଛି

କୌଣସି ପ୍ରକାରେ ଦରଦୀ ଲୋକଙ୍କଠାରୁ ଟଙ୍କା ପାଇବା ପାଇଁ ଯଦି ଆପଣ ଏହି ଯୋଜନା ବିଷୟରେ ସୂଚନା ଆବଶ୍ୟକ କରନ୍ତି, ତେବେ ଆପଣଙ୍କୁ ପାକିସ୍ତାନ ସରକାରଙ୍କ ଅପେକ୍ଷା କେହି ଭଲ କହିପାରିବେ ନାହିଁ । ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଥିବା … Read More

ଚୀନ୍ ପରାଜିତ ! ବିଆରଆଇର ସମାପ୍ତି ଏହାର ବିସ୍ତାରବାଦୀ ଚିନ୍ତାଧାରାକୁ କବର ଦେଇଛି

ବିଶ୍ୱ ମହାମାରୀ କରୋନା ବିଶ୍ୱର ଦେଶଗୁଡ଼ିକୁ ଜଗତୀକରଣରୁ ଦୂରେଇ ଯିବାକୁ ବାଧ୍ୟ କରିଛି । ଏହି କାରଣରୁ, ସମସ୍ତ ଦେଶ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବାକୁ ଯାଉଛନ୍ତି । ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ଆତ୍ମନିର୍ଭରଶୀଳତା ଏବଂ ସ୍ୱଦେଶୀ ଉତ୍ପାଦନ … Read More

ରାହୁଲଙ୍କ ଦମ୍‌ ‘ସୋନିଆ ଚାଟୁକାରଙ୍କ ଛୁଟି’

କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ରାହୁଲ ଗାନ୍ଧୀ ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ଚାଟୁକାର ତଥା ସବୁଠାରୁ ବିଶ୍ୱସ୍ତ “ପୁରୁଣା ନେତା”ଙ୍କୁ କଂଗ୍ରେସ ଦଳର କାର୍ଯ୍ୟ ତଥା ଦାୟିତ୍ୱରୁ ମୁକ୍ତ କରିବାରେ ଲାଗିଛନ୍ତି । ସଣ୍ଡେ ଗାର୍ଡ଼ିଆନ ରିପୋର୍ଟ ଅନୁଯାୟୀ, ଦଳର ବରିଷ୍ଠ … Read More

ରାଜ୍ୟ ପାଇଁ ଭଲ ଖବର; ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୪୦୫୩ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଆଉ ୪୦୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୭୭,୨୮୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା … Read More

ଜିଓ ଫାଇବର୍‌ର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’ ଜିଓଫାଇବର୍ ପକ୍ଷରୁ ସମସ୍ତ ନୂଆ ଗ୍ରାହକଙ୍କ ପାଇଁ “ବିନା ସର୍ତରେ ୩୦ ଦିନ ମାଗଣା ପରୀକ୍ଷଣ” ସୁଯୋଗ ସମ୍ପର୍କରେ ଘୋଷଣା

ମୂମ୍ବାଇ / ଭୁବନେଶ୍ୱର, (ଓଡିଶା ଟାଇମ୍) : ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍‌’ (ନୟେ ଇଣ୍ଡିଆ କା ନୟା ଜୋଶ୍‌)କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମମନ୍ତେ … Read More

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ୮୪ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଅନେକ ସମୟ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କର ସୋମବାର ଦିନ ଦେହାନ୍ତ ହୋଇଛି । ଏସମ୍ପର୍କରେ ତାଙ୍କ ପୁଅ ଅଭିଜିତ ମୁଖାର୍ଜି ସୂଚନା ଦେଇଛନ୍ତି । ଆଜି ସକାଳେ ତାଙ୍କ … Read More